ETV Bharat / city

ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ସଚେତନ କଲେ ବର୍ଷା

ବାରମ୍ବାର ହାତ ଧୁଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ । କୋଭିଡ ଦ୍ବିତୀୟ ଲହର ରୋକିବାକୁ ଜନସାଧାରଣଙ୍କୁ ସଚେତନ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅଧିକ ପଢନ୍ତୁ...

ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ସଚେତନ କରିଲେ ବର୍ଷା

author img

By

Published : Apr 18, 2021, 7:45 PM IST

ଭୁବନେଶ୍ବର: ସମଗ୍ର ଦେଶରେ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି କୋରୋନା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକୁ ଅନୁସରଣ କରିବା ସହ କୋଭିଡ ଦ୍ବିତୀୟ ଲହର ସଂକ୍ରମଣ ରୋକିବାକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ସଚେତନ କଲେ ବର୍ଷା
ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ସଚେତନ କଲେ ବର୍ଷା

ବାରମ୍ବାର ହାତ ଧୁଅନ୍ତୁ, ସର୍ବଦା ମାସ୍କ ପିନ୍ଧନ୍ତୁ, ଅତ୍ୟାବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ ଏବଂ ସବୁବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ବର୍ଷା ଲୋକଙ୍କୁ ସଚେତନ କରିଛନ୍ତି । ଏପରିକି କୋଭିଡ ନିୟମ ମାନିବା ହିଁ କୋଭିଡ ଦ୍ବିତୀୟ ଲହର ସମୟରେ ନିଜ ଜୀବନକୁ ଉତ୍ସବ କରି ନିଃସ୍ବାର୍ଥପର ସେବା ଯୋଗାଉଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କୁ ପାଇଁ ଆମର ସର୍ବନିମ୍ନ ସହୟତା ହେବ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଆମ ଚାରିପାଖରେ ଥିବା ନିଃସହାୟ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ବର୍ଷା ଅନୁରୋଧ କରିବା ସହ ମହାମାରୀ ବିରୋଧୀ ଲଢେଇରେ ଆମେ ସମସ୍ତେ ଏକାଠି ଲଢେଇ କରୁଛେ ଏବଂ ଏହାକୁ ଏକାଠି ହରାଇବା ବୋଲି ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.