ETV Bharat / city

କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପୋଲିସ ହକି ଟିମ - ଭୁବନେଶ୍ବର ଖବର

କଳିଙ୍ଗରେ ପୁଣି ହକି ମହା ଲଢେଇ । ମୁହାଁମୁହିଁ ହେବେ ଦେଶରେ ଥିବା ବିଭିନ୍ନ ପୋଲିସ ହକି ଟିମ । ଅଧିକ ଖବର ପଢନ୍ତୁ...

କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ମୁହାଁମୁହିଁ ହେବେ ପୋଲିସ ହକି ଟିମ

author img

By

Published : Dec 15, 2019, 2:49 PM IST

Updated : Dec 15, 2019, 3:14 PM IST

ଭୁବନେଶ୍ବର: କଳିଙ୍ଗରେ ପୁଣି ହକି ମହା ଲଢେଇ । ମୁହାଁମୁହିଁ ହେବେ ଦେଶରେ ଥିବା ବିଭିନ୍ନ ପୋଲିସ ହକି ଟିମ । ୧୬ ଡିସେମ୍ବରରୁ କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ଖେଳାଯିବ ୬୮ ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ । ଏନେଇ ତୟାର ଓଡିଶା ପୋଲିସ । ଏଥିପାଇଁ ଉନ୍ମୋଚିତ ହୋଇଛି ଚାମ୍ପିୟନସିପର ଲୋଗୋ ଆଉ ମାସ୍କଟ ଅଲି ।

କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ମୁହାଁମୁହିଁ ହେବେ ପୋଲିସ ହକି ଟିମ

ପୋଲିସ ଡିଜି ଓ ବିଭିନ୍ନ ରାଜ୍ୟର ପୋଲିସ ହକି ଟିମ ଅଫିସିଆଲଙ୍କ ଉପସ୍ଥିତିରେ ଉନ୍ମୋଚିତ କରାଯାଇଛି । ଏଥର ଚାମ୍ପିୟନସିପରେ ଭାଗନେଇଛନ୍ତି ଦେଶର ୨୫ଟି ଟିମର ୫୦୦ ଖେଳାଳି । ଯେଉଁଥିରେ ରହିଛନ୍ତି ବିଭିନ୍ନ ରାଜ୍ୟ ପୋଲିସ ହକି ଟିମ ସହ ସିଆରପିଏଫ, ବିଏସଏଫ, ଆର୍ମି ହକି ଟିମ ।

ତେବେ ଗତ ଚାମ୍ପିୟନସିପର ସେମିଫାଇନାଲିଷ୍ଟ ଓଡିଶା ପୋଲିସ ହକି ଟିମ ମଧ୍ୟ ପ୍ରସ୍ତୁତ ରହିଛି । ଏଥର ଦମଦାର ଡିଫେଣ୍ଡର ସହ ଜବରଦସ୍ତ ଫରୱାର୍ଡ ପ୍ଲେୟାର ଓ ପାୱାରଫୁଲ ଗୋଲକିପର ଟିମ ପାଇଁ ଫୁଲ ଜୋସ ଆଣିଛି । ହୋମଗ୍ରାଉଣ୍ଡ ଓ ହୋମ କ୍ରାଉଡରେ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି ଓଡିଶା ପୋଲିସ ହକି ଟିମ ।

ପ୍ରଥମଥର ପାଇଁ ଓଡିଶାରେ ଆୟୋଜିତ ଚାମ୍ପିୟନସିପ ପାଇଁ ସର୍ବସାଧାରଣ ନିମନ୍ତେ ମ୍ୟାଚ ଦେଖିବା ପାଇଁ ସୁଯୋଗ ରହିଛି । ଆସନ୍ତା ୨୪ ତାରିଖ ଯାଏଁ ଖେଳାଯିବ ମ୍ୟାଚ । ତେବେ ଗତ ୬୭ ତମ ଜଳନ୍ଧରରେ ଖେଳାଯାଇଥିବା ଚାମ୍ପିୟନସିପରେ ସିଆରପିଏଫ ଟିମ ଚାମ୍ପିୟନ ହୋଇଥିବା ବେଳେ ବିଏସଏଫ ଟିମ ରନର୍ସ ଅଫ ରହିଥିଲା ।

ପଞ୍ଜାବ ଟିମ ତୃତୀୟ ସ୍ଥାନରେ ଥିବା ବେଳେ ଓଡିଶା ପୋଲିସ ହକି ଟିମ ସେମିଫାଇନାଲରୁ ହାରି ୪ର୍ଥ ସ୍ଥାନ ଅକ୍ତିଆର କରିଥିଲା ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

କଳିଙ୍ଗରେ ପୁଣି ହକି ମହା ଲଢେଇ।ମୁହାଁ ମୁହିଁ ଦେଶର ବିଭିନ୍ନ ପୋଲିସ ହକି ଟିମ।୧୬ ଡିସେମ୍ବରରୁ କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ଖେଳାଯିବ ୬୮ ତମ ସର୍ବଭାରତିୟ ପୋଲିସ ହକି ଚାମ୍ପିୟନସିପ।ଏନେଇ ନେଇ ତୟାର ଓଡିଶା ପୋଲିସ ।ଏଥିପାଇଁ ଉନ୍ମୋଚିତ ହୋଇଛି ଚାମ୍ପିୟନସିପର ଲୋଗୋ ଆଉ ମାର୍ସ୍କଟ ଅଲି।ପୋଲିସ ଡିଜି ଓ ବିଭିନ୍ନ ରାଜ୍ଯର ପୋଲିସ ହକି ଟିମ ଅଫିସିଆଲଙ୍କ ଉପସ୍ଥିତିରେ ଉନ୍ମୋଚିତ କରାଯାଇଛି।ଏଥର ଚାମ୍ପିୟନସିପରେ ଭାଗନେଇଛନ୍ତି ଦେଶର ୨୫ଟି ଟିମ ର ୫୦୦ ଖେଳାଳି।ଯେଉଁଥିରେ ରହିଛନ୍ତି ବିଭିନ୍ନ ରାଜ୍ଯ ପୋଲିସ ହକି ଟିମ ସହ ସିଆରପିଏଫ,ବିଏସଫ,ଆର୍ମି ହକି ଟିମ।
ବାଇଟ-ସୌମେନ୍ଦ୍ର ପ୍ରିୟଦର୍ଶି,ଆଇଜି,ଆଧୁନିକରଣ
ତେବେ ଗତ ଚାମ୍ପିୟନସିପର ସେମିଫାଇନାଲିଷ୍ଟ ଓଡିଶା ପୋଲିସ ହକି ଟିମ ମଧ୍ଯ ପ୍ରସ୍ତୁତ ରହିଛି।ଏଥର ଦମଦାର ଡିଫେଣ୍ଡର ସହ ଜବରଦସ୍ତ ଫରୱାର୍ଡ ପ୍ଲେୟାର ଓ ପାୱାରଫୁଲ ଗୋଲିକିପର ଟିମ ପାଇଂ ଫୁଲ ଜୋସ ଆଣିଛି।ହୋମଗ୍ରାଉଣ୍ଡ ଓ ହୋମ କ୍ରାଉଡରେ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି ଓଡିଶା ପୋଲିସ ହକି ଟିମ।
ବାଇଟ-ବି ଲାକ୍ରା,କୋଚ ଓଡିଶା ହକି ଟିମ
ପ୍ରଥମଥର ପାଇଁ ଓଡିଶାରେ ଆୟୋଜିତ ଚାମ୍ପିୟନସିପ ପାଇଁ ସର୍ବସାଧାରଣ ନିମନ୍ତେ ମ୍ଯାଚ ଦେଖିବା ପାଇଁ ସୁଯୋଗ ରହିଛି।ଆସନ୍ତା ୨୪ ତାରିଖ ଯାଏ ଖେଳାଯିବ ମ୍ଯାଚ।ତେବେ ଗତ ୬୭ ତମ ଜଳନ୍ଧରରେ ଖେଳାଯାଇଥିବା ଚାମ୍ପିୟନସିପରେ ସିଆରପିଏଫ ଟିମ ଚାମ୍ପିୟନ ହୋଇଥିବା ବେଳେ ବିଏସଏଫ ଟିମ ରନର୍ସପ ରହିଥିଲା।ପଂଜାବ ଟିମ ତୃତିୟ ସ୍ଥାନରେ ଥିବା ବେଳେ ଓଡିଶା ପୋଲିସ ହକି ଟିମ ସେମିଫାଇନାଲରୁ ହାରି ୪ର୍ଥ ସ୍ଥାନ ଅକ୍ତିଆର କରିଥିଲା।Conclusion:ବାଇଟ-ସୌମେନ୍ଦ୍ର ପ୍ରିୟଦର୍ଶି,ଆଇଜି,ଆଧୁନିକରଣ
ବାଇଟ-ବି ଲାକ୍ରା,କୋଚ ଓଡିଶା ହକି ଟିମ
Last Updated : Dec 15, 2019, 3:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.