ETV Bharat / city

‘18 ବର୍ଷରୁ କମ୍‌ ନେବେନି ଟିକା’

ଭୁବନେଶ୍ବରର 6ଟି ହସ୍ପିଟାଲରେ ଶନିବାର ଦିଆଯିବ ଟିକା । ଏହି ଟୀକାକରଣରୁ ବାଦ ପଡିବେ ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ରୋଗୀ, ମେଡିକାଲରେ ଆଡ଼ମିଟ ହୋଇଥିବା ବ୍ୟକ୍ତି । ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡିଶା । ଅଧିକ ପଢନ୍ତୁ...

author img

By

Published : Jan 15, 2021, 1:20 PM IST

Updated : Jan 15, 2021, 1:43 PM IST

18 ବର୍ଷରୁ କମ ନେବେନି ଟୀକା:ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ଶନିବାରଠୁ ଆରମ୍ଭ ହେବ ଟୀକାକରଣ । ଭୁବନେଶ୍ବରର 6ଟି ହସ୍ପିଟାଲରେ ଶନିବାର ଦିଆଯିବ ଟିକା । ତେବେ କେବଳ କୋଭାକ୍ସିନ ଟିକା ଦିଆଯିବ।

ଏହି ଟୀକାକରଣରୁ ବାଦ ପଡିବେ ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ରୋଗୀ, ମେଡିକାଲରେ ଆଡ଼ମିଟ ହୋଇଥିବା ବ୍ୟକ୍ତି। ଏହାସହ 14 ଦିନ ଭିତରେ କୌଣସି ଟିକା ନେଇଥିଲେ ସେମାନଙ୍କୁ ମଧ୍ୟ ଦିଆଯିବନି ଟିକା ।

ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସାରା ରାଜ୍ୟରେ 161ଟି ଟୀକାକରଣ କେନ୍ଦ୍ର କରାଯାଇଛି। ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡିଶା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 15, 2021, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.