ETV Bharat / city

ରାଜ୍ୟରେ ଡିସେମ୍ବର ସୁଦ୍ଧା ସରିବ ଟୀକାକରଣ: ବିଜୟ ପାଣିଗ୍ରାହୀ - ପରିବାର କଲ୍ୟାଣ ନିର୍ଦ୍ଦେଶକ

ଚଳିତବର୍ଷ ଡିସେମ୍ବର ସୁଦ୍ଧା ଟୀକାକରଣ ସାରିବାକୁ ଚେଷ୍ଟା ଜାରି ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ୩କୋଟି ଟୀକାକରଣ ସରିଛି। ଅଧିକ ପଢନ୍ତୁ...

ରାଜ୍ୟରେ  ଡିସେମ୍ବର ସୁଦ୍ଧା ସରିବ  ଟୀକାକରଣ: ବିଜୟ ପଣିଗ୍ରାହୀ

author img

By

Published : Sep 30, 2021, 1:58 PM IST

ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଟୀକାକରଣ ସାରିବାକୁ ଚେଷ୍ଟା କରାଯାଉଛି । ଆଜି ୧୮ଶହ କେନ୍ଦ୍ରରେ ଟୀକାକରଣ ଚାଲିଛି । ରାଜ୍ୟରେ ଏବେ ୩କୋଟି ଟୀକାକରଣ ଶେଷ ହୋଇଛି । ବର୍ତ୍ତମାନ ଦୈନିକ ୪ ଲକ୍ଷ ଟିକା ଦିଆଯାଉଛି ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

ରାଜ୍ୟରେ ଡିସେମ୍ବର ସୁଦ୍ଧା ସରିବ ଟୀକାକରଣ: ବିଜୟ ପଣିଗ୍ରାହୀ

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ୭୧ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି। ଦ୍ୱିତୀୟ ଡୋଜରେ ୭୨ ପ୍ରତିଶତ ଟିକା ନେଇଛନ୍ତି । ଏବେ ବି ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି। ଟିକା କେନ୍ଦ୍ରରେ ସେମାନଙ୍କୁ ଦ୍ବିତୀୟ ଡୋଜ କିଭଳି ଦିଆଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି । ଏବେ ସୁଦ୍ଧା ୧ ଲକ୍ଷ ୮୯ ହଜାର ଗର୍ଭବତୀଙ୍କୁ ମହିଳାଙ୍କୁ ଟିକା ଦିଆସରିଛି । ଡିସେମ୍ବର ସୁଧା ଟୀକାକରଣ ସାରିବାକୁ ଚେଷ୍ଟା କରାଯାଉଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.