ETV Bharat / city

ଜଗନ୍ନାଥ ପ୍ରେମରେ ନବୀନ, ରାଜ୍‌ ଖୋଲିଲେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭୁ ଜଗନ୍ନାଥଙ୍କ ଭକ୍ତି କଥା କହିଲେ 5-ଟି ସଚିବ ଭିକେ ପାଣ୍ଡିଆନ । ଆଜି(ସୋମବାର) ଲୋକସଭା ଭବନରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଚିଠା ଲୋକାର୍ପିତ ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କ ଭକ୍ତିର କଥା କହିଛନ୍ତି ।

author img

By

Published : Dec 30, 2019, 9:35 PM IST

Updated : Dec 30, 2019, 10:56 PM IST

cm naveen pattnaik
ଜଗନ୍ନାଥ ପ୍ରେମରେ ନବୀନ, ରାଜ୍‌ ଖୋଲିଲେ ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭୁ ଜଗନ୍ନାଥଙ୍କ ଭକ୍ତି କଥା କହିଲେ 5-ଟି ସଚିବ ଭିକେ ପାଣ୍ଡିଆନ । ଆଜି(ସୋମବାର) ଲୋକସଭା ଭବନରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଚିଠା ଲୋକାର୍ପିତ ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କ ଭକ୍ତିର କଥା କହିଛନ୍ତି । ଏହାସହ ଐତିହ୍ୟ କରିଡରର ପରିକଳ୍ପନା କିପରି ଭାବରେ ହେଲା ତାହା ମଧ୍ୟ ଜଣାଇଛନ୍ତି ।

ଲୋକାର୍ପିତ ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ କରି 5-ଟି ସଚିବ ଭିକେ ପାଣ୍ଡିଆନ ଏହି ଐତିହ୍ୟ କରିଡରର ପରିକଳ୍ପନା କିପରି ଭାବରେ ହେଲା, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ‘2016 ଜାନୁଆରୀରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଯେତେବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ, ସେତେବେଳେ ସେ ଲକ୍ଷ୍ୟ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ସବୁ ସବୁ ହୋର୍ଡିଂ, ଯେଉଁଥିରେ ପ୍ରଭୁ ଜଗନ୍ନାଥଙ୍କର ଫଟୋ ଚିତ୍ର ଅଛି, ସେ ସବୁ ଚିତ୍ରକୁ ପ୍ରଣାମ କରୁଛନ୍ତି ।’ ଏଥିରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ ଭକ୍ତି ସମ୍ପର୍କରେ ଅନୁମେୟ କରିପାରିଥିଲେ ବୋଲି କହିଛନ୍ତି ।

ଏହା ସହିତ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ଶଙ୍ଖ କ୍ଷେତ୍ରର ସ୍ବତନ୍ତ୍ର ବିକାଶ ପାଇଁ ମତପ୍ରକାଶ କରିଥିଲେ । ସେବେଠାରୁ ହିଁ ଆରମ୍ଭ ହୋଇଛି ପୁରୀ ସହରର ପରିବର୍ତ୍ତନର ଅୟମାରମ୍ଭ ବୋଲି ପାଣ୍ଡିଆନ ଏହି ଅବସରରେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଶ୍ରୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ କଣ ଭାବନା ଥିଲା ,କହିଲେ ପାଣ୍ଡିଆନ୍ Body:ଶ୍ରୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ କଣ ଭାବନା ଥିଲା ,କହିଲେ ପାଣ୍ଡିଆନ୍ Conclusion:ଶ୍ରୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଙ୍କ କଣ ଭାବନା ଥିଲା ,କହିଲେ ପାଣ୍ଡିଆନ୍
Last Updated : Dec 30, 2019, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.