ETV Bharat / city

ଧର୍ମଘଟରେ ସାମିଲ ହେବନି ଉତ୍କଳ ପେଟ୍ରୋଲିୟମ ଆସୋସିଏସନ

author img

By

Published : May 27, 2022, 10:03 PM IST

ପେଟ୍ରୋଲିୟମ ଡ଼ିଲର୍ସ ଆସୋସିଏସନ୍ ପକ୍ଷରୁ ଘୋଷଣା କରାଯାଇଥିବା ଧର୍ମଘଟରେ ସାମିଲ ହେବନି ଉତ୍କଳ ପେଟ୍ରୋଲିୟମ ଆସୋସିଏସନ । ଅଧିକ ପଢନ୍ତୁ

ଧର୍ମଘଟରେ ସାମିଲ ହେବନି ଉତ୍କଳ ପେଟ୍ରୋଲିୟମ ଆସୋସିଏସନ
ଧର୍ମଘଟରେ ସାମିଲ ହେବନି ଉତ୍କଳ ପେଟ୍ରୋଲିୟମ ଆସୋସିଏସନ

ଭୁବନେଶ୍ବର: ଧର୍ମଘଟରେ ସାମିଲ ହେବନି ଉତ୍କଳ ପେଟ୍ରୋଲିୟମ ଆସୋସିଏସନ । ସଂସ୍ଥା ପକ୍ଷରୁ କୌଣସି ଧର୍ମଘଟ କରାଯିବ ନାହିଁ ବୋଲି ସୂଚନା । ଧର୍ମଘଟ ସମୟରେ ସମସ୍ତ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର୍ସ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ।

ତେବେ ଆଜି(ଶୁକ୍ରବାର) ଠାରୁ ଦୁଇଦିନ ପାଇଁ ସେବା ବନ୍ଦ କରି ଧର୍ମଘଟ କରିବାକୁ ଘୋଷଣା କରିଛି ପେଟ୍ରୋଲିୟମ ଡ଼ିଲର୍ସ ଆସୋସିଏସନ୍ । ସନ୍ଧ୍ୟା 6 ରୁ ସକାଳ 6 ଟା ପର୍ଯ୍ୟନ୍ତ 12 ଘଣ୍ଟା ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ । ନିକଟରେ ସରକାର ଭାଟ୍ କମାଇବା ଦ୍ଵାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ଚଢା ଦରରେ ପେଟ୍ରୋଲ କିଣି କମ୍ ଦାମରେ ବିକିବା ଯୋଗୁଁ କ୍ଷତି ହେଉଥିବା ଅଭିଯୋଗ କରି ସଂସ୍ଥା ପକ୍ଷରୁ ବନ୍ଦ ନିଷ୍ପତ୍ତି ନିଆଯାଇଛି ।

ତେଣୁ ତୈଳ କମ୍ପାନୀମାନଙ୍କ ଠାରୁ କ୍ଷତିପୂରଣ ଦାବିରେ ଏହି ଧର୍ମଘଟର ଡାକରା ଦିଆଯାଇଛି । ମାତ୍ର ଉତ୍କଳ ପେଟ୍ରୋଲିୟମ ଆସୋସିଏସନ ଏଥିରେ ସାମିଲ ହେବନାହିଁ ବୋଲି ସ୍ପଷ୍ଟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.