ETV Bharat / city

'ପ୍ରକୃତିକୁ ଉପଯୋଗ କରି ଓଡ଼ିଶାର ପର୍ଯ୍ୟଟନକୁ ସମୃଦ୍ଧ କରାଯାଇପାରିବ' - tourist place

ପ୍ରଦୂଷଣ ମୁକ୍ତ ପରିବେଶରୁ ବାହାରି ଲୋକଙ୍କୁ ଶାନ୍ତ ପରିବେଶ ଦରକାର। ଏନେଇ ପ୍ରକୃତିକୁ ବ୍ୟବହାର କରି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ। ଯାହକୁ 2020 ପର୍ଯ୍ୟଟନ ପଲିସିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ କହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Sep 19, 2019, 12:04 AM IST

ଭୁବନେଶ୍ବର: ପ୍ରକୃତିକୁ ଉପଯୋଗ କରି ପର୍ଯ୍ୟଟନ କ୍ଷେତ୍ରରେ ସମୃଦ୍ଧି ହାସଲ କରାଯାଇପାରିବ। କାରଣ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଟିକେ ଶାନ୍ତି ଓ ପ୍ରଦୂଷଣ ମୁକ୍ତ ପରିବେଶରୁ ବାହାରି ଶାନ୍ତ କୋମଳ ପ୍ରକୃତି କୋଳରେ କିଛି ନିରୋଳା ସମୟ ବିତାଇବାକୁ ଚାହାଁନ୍ତି।

'ପ୍ରକୃତିକୁ ଉପଯୋଗ କରି ଓଡ଼ିଶାର ପର୍ଯ୍ୟଟନକୁ ସମୃଦ୍ଧି କରାଯାଇପାରିବ'

ଏନେଇ ବିଭିନ୍ନ ସ୍ଥାନରେ ଛୋଟ ଛୋଟ କଟେଜ ନିର୍ମାଣ କରି ଲୋକଙ୍କ ଚାହିଦା ମେଣ୍ଟାଯାଇ ପର୍ଯ୍ୟଟନର ବିକାଶ କରାଯାଇ ପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ କହିଛନ୍ତି। ସ୍ଥାନୀୟ ସ୍ବସ୍ତି ପ୍ରିମୀୟମ ଠାରେ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଆୟୋଜିତ ହୋଇଥିବା ଚତୁର୍ଥ ଟୁରିଜିମ କନକ୍ଲେଭରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ପ୍ରକାଶ କରିଛନ୍ତି।

ଏହି ଅବସରରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି କ୍ଷେତ୍ର ସହ ଜଡିତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ମତାମତ ଗ୍ରହଣ କରିଛନ୍ତି। ଯାହାକୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା 2020 ପର୍ଯ୍ୟଟନ ପଲିସିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଛନ୍ତି।

ସେହିପରି ଅନୁଷ୍ଠାନର ଅଧକ୍ଷ ଜେକେ ମହାନ୍ତି ରାଜ୍ୟ ପର୍ଯ୍ୟଟନର ବିକାଶ କରିବା ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବିଶାଳ ଦେବ ଓ ଅନ୍ୟ ଅତିଥିମାନେ ଯୋଗଦେଇ ଦେଶ ତଥା ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ବିଷୟରେ ଆଲୋକପାତ କରିଛନ୍ତିତ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଓଡ଼ିଶାର ଥିବା ବିସ୍ତୀର୍ଣ୍ଣ ଜଙ୍ଗଲକୁ ଉପଯୋଗ କରି ପର୍ଯ୍ୟଟନ କ୍ଷେତ୍ରରେ ସମୃଦ୍ଧି ହାସଲ କରାଯାଇପାରିବ।କାରଣ ଲୋକମାନେ ଜନଗହଳି ପୂର୍ଣ୍ଣ ସହର ଠାରୁ କିଛି ସମୟ ବାହାର କରି ପ୍ରଦୂଷିତ ବାୟୁମଣ୍ଡଳରୁ ବାହାରି ଶାନ୍ତ କୋମଳ ପ୍ରକୃତି କୋଳରେ କିଛି ସମୟ ନିରୋଳାରେ ବିତାଇବାକୁ ଚାହାନ୍ତି।

Body:ଯେଉଁଠି ଛୋଟ ଛୋଟ କଟେଜ ନିର୍ମାଣ କରି ତାଙ୍କର ଚାହିଦା ମେଣ୍ଟା ଯିବା ସହିତ ପର୍ଯ୍ୟଟନର ବିକାଶ କରାଯାଇ ପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ପ୍ରକାଶ କରିଛନ୍ତି।ସ୍ଥାନୀୟ ସ୍ୱସ୍ତି ପ୍ରିମୀୟମ ଠାରେ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସେସନ ଅଫ ଓଡିଶା ପକ୍ଷରୁ ଆୟୋଜିତ ହୋଇଥିବା ଚତୁର୍ଥ ଟୁରିଜିମ କଂକ୍ଲେଭ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଏହା ପ୍ରକାଶ କରିଛନ୍ତି।ଏହି ଅବସରରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି କ୍ଷେତ୍ର ସହ ଜଡିତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଠାରୁ ମତାମତ ଗ୍ରହଣ କରାଯାଉଥିବା ପ୍ରକାଶ କରିଛନ୍ତି।ଯାହାକୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା 2020 ପର୍ଯ୍ୟଟନ ପଲିସି ରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଛନ୍ତି।ସେହିପରି ଅନୁଷ୍ଠାନ ର ଅଧକ୍ଷ ଜେକେ ମହାନ୍ତି ରାଜ୍ୟ ପର୍ଯ୍ୟଟନ ର ବିକାଶ କରିବା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବିକରିଛନ୍ତି।

ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବିଶାଳ ଦେବ ଓ ଅନ୍ୟ ଅତିଥିମାନେ ଯୋଗଦେଇ ଦେଶ ତଥା ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ବିଷୟରେ ଆଲୋକପାତ କରିଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
ବାଇଟ-ରାଜ୍ୟପାଳ-ପ୍ରଫେସର ଗଣେଶି ଲାଲ,
ବାଇଟ-ମନ୍ତ୍ରୀ-ଜ୍ୟୋତିପ୍ରକାଶ ପାଣିଗ୍ରାହୀ,
ବାଇଟ-ଜେକେ ମହାନ୍ତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.