ETV Bharat / city

ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ: ସୃତି ଶର୍ମା

author img

By

Published : Jul 10, 2022, 8:23 PM IST

ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି 2021 ବ୍ୟାଚର ଯୁପିଏସସି ଟପର ସୃତି ଶର୍ମା । ସଫଳତା ଆଉ ଅସଫଳତା ଜୀବନ ଯାତ୍ରାର ଏକ ଅଂଶ, ତେଣୁ ତାକୁ ନେଇ ବିଚଳିତ ହେବାର ଆବଶ୍ୟକତା ନାହିଁ । ଇଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ବୋଲି ସେ କହିଥିଲେ । ଅଧିକ ପଢନ୍ତୁ

ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ: ସୃତି ଶର୍ମା
ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ: ସୃତି ଶର୍ମା

ଭୁବନେଶ୍ବର: 2021 ବ୍ୟାଚର ଯୁପିଏସସି ଟପର ସୃତି ଶର୍ମା ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ତାଙ୍କର ସଫଳତାକୁ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ‘‘ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ଝିଅମାନେ ଆଗକୁ ବଢୁଛନ୍ତି, ଯାହା ଗର୍ବର ବିଷୟ । ସଫଳତା ଆଉ ଅସଫଳତା ଜୀବନ ଯାତ୍ରାର ଏକ ଅଂଶ, ତେଣୁ ତାକୁ ନେଇ ବିଚଳିତ ହେବାର ଆବଶ୍ୟକତା ନାହିଁ । ଇଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ।’’

ସୃତି କହିଛନ୍ତି ଯେ, ‘‘ଦିଲ୍ଲୀ ହେଉ ଅବା ଭୁବନେଶ୍ବର ଯେଉଁଠି ରହିଲେ ବି ପାଠ ପଢିବା ଆବଶ୍ୟକ । ବର୍ତ୍ତମାନ ଅନଲାଇନରେ ଅନେକ ପାଠ୍ୟପୁସ୍ତକ ସହଜରେ ମିଳି ପାରୁଛି ।’’ ସୃତି ପ୍ରଶାସନିକ ପରୀକ୍ଷାରେ ଦ୍ବିତୀୟ ପ୍ରୟାସରେ ସଫଳତା ପାଇଛନ୍ତି ଏବଂ ନିଜ ପରିବାର ଓ ପିତାମାତାଙ୍କ ପାଇଁ ଗୌରବ ଆଣିପାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.