ETV Bharat / city

ପୋଖରୀରେ ଭାସୁଛି ଅଜଣା ମୃତଦେହ

ରାଜଧାନୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ପୋଖରୀରେ ଭାସୁଛି ଅଜଣା ମୃତଦେହ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

author img

By

Published : Oct 21, 2021, 10:52 PM IST

ରାଜଧାନୀରେ ପୋଖରୀରେ ଭାସୁଛି ଅଜଣା ମୃତଦେହ
ରାଜଧାନୀରେ ପୋଖରୀରେ ଭାସୁଛି ଅଜଣା ମୃତଦେହ

ଭୁବନେଶ୍ବର: ରାଜଧାନୀରେ ପୋଖରୀରେ ଭାସୁଛି ଅଜଣା ମୃତଦେହ । ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମାଳିହତା ପୋଖରୀରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ତେବେ ମୃତଦେହଟି ଚିହ୍ନଟ ହୋଇ ନଥିବାବେଳେ ଏହା ଏକ ଯୁବକଙ୍କ ବୋଲି ପ୍ରାଥମିକ ଭାବେ ଜଣାପଡିଛି। ତେବେ ମୃତଦେହଟି ପୋଖରୀକୁ କେମିତି ଆସିଲା ତାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଖବର ପାଇ ସ୍ଥାନୀୟ ଲକ୍ଷ୍ମୀସାଗର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ଉଦ୍ଧାର ହେବା ପରେ ଘଟଣା ବା ସମ୍ପୃକ୍ତ ଯୁବକଙ୍କ ସମ୍ପର୍କରେ ସୂଚନା ମିଳିପାରିବ ବୋଲି ପୋଲିସ କହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.