ETV Bharat / city

ଯୋଗର ପ୍ରାଣକେନ୍ଦ୍ର ହେବ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ ଓ ହଷ୍ଟେଲକୁ ଉଦ୍‌ଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାନୁଷ୍ଠାନ ଯୋଗ, ଆଧ୍ୟାତ୍ମିକତା ଓ ଆଧୁନିକତାର ପ୍ରାଣ କେନ୍ଦ୍ର ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

author img

By

Published : Sep 6, 2019, 5:13 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ସାଢେ ଚାରି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ ଶିକ୍ଷାନୁଷ୍ଠାନର ଶ୍ରେଣୀ ଗୃହ ଓ ହଷ୍ଟେଲକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଶିକ୍ଷାନୁଷ୍ଠାନ ଯୋଗ, ଆଧ୍ୟାତ୍ମିକତା ଓ ଆଧୁନିକତାର ପ୍ରାଣ କେନ୍ଦ୍ର ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯୋଗ ଦେଇଥିଲେ।

240 ଶଯ୍ୟା ବିଶିଷ୍ଟ ଆବାସିକ ବାଳକ ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ଆରମରେ ରହି ପାରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭାରତ ସରକାରଙ୍କ ଓଏନଜିସି ଏହାକୁ ହାତକୁ ନେଇ କାମ କରୁଥିବା ବେଳେ ଶୁକ୍ରବାର ଏହାର ଶୁଭ ଉଦଘାଟନ ହୋଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏକାଦଶ ପାଇଁ 12ଟି ଓ ଦ୍ୱାଦଶ ପାଇଁ 12ଟି ହଷ୍ଟେଲ ଗୃହ ନିର୍ମାଣ କରାଯାଇଛି । ଆଗରୁ କେବକ ଷଷ୍ଠ ଶେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ପାଠ ପଢ଼ୁଥିବା ବେଳେ ଏବେ +2 ପାଠ ପଢ଼ିବାର ସୁଯୋଗ ମଧ୍ୟ ପାଇବେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଯୋଗ ,ଆଧ୍ୟାତ୍ମିକତା ଓ ଆଧୁନିକତା ର ପ୍ରାଣ କେନ୍ଦ୍ର ହେବ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାଢେ ଚାରି କୋଟି ବ୍ୟୟ ରେ ତିଆରି ହୋଇଥିବା ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଆନୁଷ୍ଟାନ ର ଶ୍ରେଣୀ ଗୃହ ଓ ହଷ୍ଟେଲ କୁ ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ ପଟେ ଉପସ୍ଥିତ ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ ।
240 ବିଶିଷ୍ଟ ଆବାସୀକ ବାଳକ ବିଦ୍ୟାଳୟ ରେ କିଭଳି ଛାତ୍ରଛାତ୍ରୀ ଆରମ୍ ରେ ରହି ପାରିବେ ତାର ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭାରତ ସରକାର ଙ୍କ ଓଏମଜିସି ଏହା କୁ ହାତ କୁ ନେଇ କାମ କରୁ ଥିଲା ଆଜି ଏହାର ଶୁଭ ଉଦଘାଟନ ହୋଇଛି।ଏକାଦଶ ପାଇଁ 12 ଟି ଓ ଦ୍ୱାଦଶ ପାଇଁ 12 ଟି ହଷ୍ଟେଲ ଗୃହ ନିର୍ମାଣ କରାଯାଇଛି। ଆଗରୁ କେବକ ଷଷ୍ଠ ଶେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ପାଠ ପଢ଼ୁଥିବା ବେଳେ ଏହି ପ୍ଲସ ଟୁ ପାଠ ଏଠି ଏକା ସଙ୍ଗ ରେ ପଢ଼ିବାର ସୁଯେଗ ପାଇବେ।Body:ସାଢେ ଚାରି କୋଟି ବ୍ୟୟ ରେ ତିଆରି ହୋଇଥିବା ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଆନୁଷ୍ଟାନ ର ଶ୍ରେଣୀ ଗୃହ ଓ ହଷ୍ଟେଲ କୁ ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ ପଟେ ଉପସ୍ଥିତ ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ ।
240 ବିଶିଷ୍ଟ ଆବାସୀକ ବାଳକ ବିଦ୍ୟାଳୟ ରେ କିଭଳି ଛାତ୍ରଛାତ୍ରୀ ଆରମ୍ ରେ ରହି ପାରିବେ ତାର ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଭାରତ ସରକାର ଙ୍କ ଓଏମଜିସି ଏହା କୁ ହାତ କୁ ନେଇ କାମ କରୁ ଥିଲା ଆଜି ଏହାର ଶୁଭ ଉଦଘାଟନ ହୋଇଛି।ଏକାଦଶ ପାଇଁ 12 ଟି ଓ ଦ୍ୱାଦଶ ପାଇଁ 12 ଟି ହଷ୍ଟେଲ ଗୃହ ନିର୍ମାଣ କରାଯାଇଛି। ଆଗରୁ କେବକ ଷଷ୍ଠ ଶେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ପାଠ ପଢ଼ୁଥିବା ବେଳେ ଏହି ପ୍ଲସ ଟୁ ପାଠ ଏଠି ଏକା ସଙ୍ଗ ରେ ପଢ଼ିବାର ସୁଯେଗ ପାଇବେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.