ETV Bharat / city

ଯୁବ ଇଞ୍ଜିନିୟର ଅନିଲ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର - ଯୁବ ଇଞ୍ଜିନିୟର ଅନିଲ ପ୍ରଧାନ

ରାଷ୍ଟ୍ରୀୟ ଯୁବ ପୁରସ୍କାରରେ ସମ୍ମାନିତ ହେଲେ ଓଡିଆ ଯୁବ ଇଞ୍ଜିନିୟର ଅନିଲ ପ୍ରଧାନ । ଅନିଲଙ୍କ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଯୁବ ଇଞ୍ଜିନିୟର ଅନିଲ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର

author img

By

Published : Aug 12, 2021, 10:27 PM IST

ଭୁବନେଶ୍ବର: ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ଅବଦାନ ପାଇଁ ରାଷ୍ଟ୍ରୀୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଓଡ଼ିଆ ପୁଅ ଅନିଲ ପ୍ରଧାନ । ଗୁରୁବାର ଅନୀଲଙ୍କୁ ନୂଆଦିଲ୍ଲୀରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବ ଇଞ୍ଜିନିୟର ଅନିଲଙ୍କ ସଫଳତା ପ୍ରତ୍ୟେକ ଭାରତୀୟ ବିଶେଷ ଭାବେ ଓଡ଼ିଆଙ୍କ ପାଇଁ ଗୌରବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

  • ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ଅବଦାନ ପାଇଁ ରାଷ୍ଟ୍ରୀୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାର @AnilPradhanEdu ଙ୍କୁ ଭେଟି ଅଭିନନ୍ଦନ ଜଣାଇଲି । ତାଙ୍କର ସଫଳତା ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଓଡ଼ିଆଙ୍କ ପାଇଁ ଗୌରବ । pic.twitter.com/YBsHs6DdIx

    — Dharmendra Pradhan (@dpradhanbjp) August 12, 2021 " class="align-text-top noRightClick twitterSection" data=" ">

ଭାରତର ଯୁବଶକ୍ତି ହେଉଛନ୍ତି ପରିବର୍ତ୍ତନର ଆଧାରଶୀଳା । ଯେଉଁମାନେ କୋଭିଡ୍ ପରବର୍ତ୍ତୀ ନୂତନ ବିଶ୍ୱରେ ଆତ୍ମନିର୍ଭର ଭାରତର ସ୍ଥାନକୁ ମଜବୁତ୍ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏହିଭଳି ଅନେକ ଯୁବପିଢ଼ି ଓ ଯୁବ ଉଦ୍ୟୋଗୀଙ୍କ ପାଇଁ ଅନିଲ ପ୍ରେରଣାର ଉତ୍ସ ହୋଇଛନ୍ତି । ଯୁବ ଇଞ୍ଜିନିୟର ଅନିଲ ନବସୃଜନ, ଶିକ୍ଷା ଏବଂ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିବା ପାଇଁ ଅନେକ ଲୋଭନୀୟ ଚାକିରି ଛାଡିଛନ୍ତି । କଟକ ଜିଲ୍ଲାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରି ଅନିଲ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷିତ କରିବା ସହ ନବସୃଜନ ପ୍ରତି ଆଗ୍ରହ ସୃଷ୍ଟି କରିବା ପ୍ରଶଂସନୀୟ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.