ETV Bharat / city

ପୁଣି ବିବାଦରେ ଅପରାଜିତା; ଉଲ୍ଲଂଘନ କଲେ ସାମାଜିକ ଦୂରତା, ଘେରିଲା ବିଜେଡ଼ି - aparajita sarangi

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ହଂସପାଳ ଓଭରବ୍ରିଜ ଶିଳାନ୍ୟାସ ବେଳେ ସାମାଜିକ ଦୂରତା ପାଳନ କରି ନଥିବା ଅଭିଯୋଗ ଆଣିଛି ବିଜେଡ଼ି । ଅଧିକ ପଢନ୍ତୁ..

undefeated-in-controversy-violation-of-social-distance-surrounded-by-bjp

author img

By

Published : Jun 8, 2020, 9:03 PM IST

ଭୁବନେଶ୍ବର: ସାମାଜିକ ଦୂରତା ପାଳନ କରୁ ନାହାଁନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ହଂସପାଳ ଓଭର ବ୍ରିଜ ଶିଳାନ୍ୟାସ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ଯଦିଓ ସାଂସଦ ମାସ୍କ ବ୍ୟବହାର କରିଛନ୍ତି ହେଲେ ସାମାଜିକ ଦୂରତା ରକ୍ଷା କରିନଥିଲେ। ଏନେଇ ବିଜେଡି ଆପତ୍ତି ଉଠାଇବା ସହିତ କହିଛି, ବାରମ୍ବାର ସାଂସଦ ଏଭଳି କରିବା ଶୋଭନୀୟ ନୁହେଁ।

ପୁଣି ବିବାଦରେ ଅପରାଜିତା; ଉଲ୍ଲଂଘନ କଲେ ସାମାଜିକ ଦୂରତା, ଘେରିଲା ବିଜେଡ଼ି

ଜଣେ ଜନ ପ୍ରତିନିଧି ଭାବରେ କୋରୋନା ନିୟମ ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ । ରାଜ୍ୟ ସରକାର ଓ ଓଡ଼ିଶାର ଲୋକେ ସତର୍କତା ଅବଲମ୍ବନ କରୁଥିବା ବେଳେ ନିଜେ ସାଂସଦ ଉଲଂଘନ କରିବା ଉଚିତ ନୁହେଁ ବୋଲି ବିଜେଡ଼ି ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ସେପଟେ ଅପରାଜିତା କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି। କହିଛନ୍ତି ସାମାଜିକ ଦୂରତା ପାଳନ କରିଛି। ମାସ୍କ ପିନ୍ଧିଛି। ସମସ୍ତ ଲୋକ ଏହାକୁ ମାନିବା ଦରକାର ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.