ETV Bharat / city

ଆସନ୍ତା 17ରେ ରମାଦେବୀ କ୍ୟାମ୍ପସ ଭିତ୍ତିଭୂମି ଯାଞ୍ଚ କରିବ UGC ଟିମ - UGC team visit RD University

ବିଶ୍ବବିଦ୍ୟାଳୟ ଅନୁମୋଦନ ଆୟୋଗ ୟୁଜିସିର 12-ବି ରେ ସାମିଲ ହେବାକୁ ଯାଉଛି। ଏନେଇ ୟୁଜିସିର ଏକ ପ୍ରତିନିଧି ଦଳ ଆସନ୍ତା 17 ଓ 18 ତାରିଖରେ ରମାଦେବୀ ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିବେ।

କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ
କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ
author img

By

Published : Feb 5, 2021, 8:11 PM IST

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟକୁ 17 ରେ ଆସିବେ ୟୁଜିସି ପ୍ରତିନିଧି ଦଳ । ବିଶ୍ବବିଦ୍ୟାଳୟ ଅନୁମୋଦନ ଆୟୋଗ ୟୁଜିସିର 12-ବି ରେ ସାମିଲ ହେବାକୁ ଯାଉଛି। ଏନେଇ ୟୁଜିସିର ଏକ ପ୍ରତିନିଧି ଦଳ ଆସନ୍ତା 17 ଓ 18 ତାରିଖରେ ରମାଦେବୀ ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସିବେ।

କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ

ଆସନ୍ତା ଫେବୁଆରୀ 17 ଓ 18 ତାରିଖରେ ୟୁଜିସିର ଏକ ପ୍ରତିନିଧି ଦଳ ରମାଦେବୀ ବିଶ୍ବବିଦ୍ୟାଳୟ ଗସ୍ତରେ ଆସୁଛନ୍ତି। ଏହି ପ୍ରତିନିଧି ଦଳ ଦୁଇ ଦିନ ଧରି କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ କରିବେ। ଏହି ଦୁଇ ଦିନ ଧରି ଯାଞ୍ଚ ପରେ ବିଶ୍ବବିଦ୍ୟାଳୟକୁ ୟୁଜିସିର ରିପୋର୍ଟ ଦେବେ।

ତାହାକୁ ନେଇ ୟୁଜିସି ଟିମ ଅନୁଧ୍ୟାନ ପରେ ବିଶ୍ବବିଦ୍ୟାଳୟ ୟୁଜିସି 12 ବି ରେ ସାମିଲ ହେବ କି ନାହିଁ ସେନେଇ ସ୍ପଷ୍ଟ ହେବ। ଏହାକୁ ନେଇ କୁଳପତି କହିଛନ୍ତି ଯେ, ଦୁଇଦିନ ଧରି ୟୁଜିସିର 5 ଜଣିଆ ପ୍ରତିନିଧି ଟିମ ଆସିବେ।

କଲେଜର ଭିତ୍ତିଭୂମିର ବିକାଶ ପଥରେ ଯାଞ୍ଚ କରିବା ସହ କ୍ଳାସରୁମ ଶିକ୍ଷାବ୍ୟବସ୍ଥା ଦେଖିବେ। ଆଡମିଶନ ଦେଖିବେ । ଗବେଷଣା କିଭଳି ଭାବରେ କରାଯାଉଛି, ସେନେଇ ଯାଞ୍ଚ କରିବେ ବୋଲି ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.