ETV Bharat / city

ମିଠା ଦୋକାନରେ କାମ କରୁଥିଲେ, ଲାଗିଲା କରେଣ୍ଟ ଚାଲିଗଲା ଜୀବନ - ରାଜଧାନୀରେ ଅଘଟଣ

ରାଜଧାନୀରେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ସହିଦନଗର ଥାନା ଭିଏସଏସ ନଗର ଘଟିଛି ଘଟଣା। ଅଧିକ ପଢନ୍ତୁ

ମିଠା ଦୋକାନରେ କାମ କରୁଥିଲା, ଲାଗିଲା କରେଣ୍ଟ ଚାଲିଗଲା ଜୀବନ

author img

By

Published : Mar 30, 2022, 10:34 PM IST

ଭୁବନେଶ୍ବର : ରାଜଧାନୀରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ। ଘଟଣାସ୍ଥଳରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି ।

ସହିଦନଗର ଥାନା ଭିଏସଏସ ନଗର ଘଟିଛି ଘଟଣା। ମହାବୀର ସୁଇଟ ଷ୍ଟଲରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଜଣଙ୍କ ଯାଇଛି ଜୀବନ । ୨ ଜଣ ହେଲେ ଶିବରାମ ଗଉଡ ୨୧ ବର୍ଷ ଅନ୍ୟ ଜଣେ ହେଲେ ଲକ୍ଷ୍ମଣ ବରତିଆ 20 ବର୍ଷ । ତେବେ ସକାଳେ ମିଠା ଦୋକାନ ଖୋଲି କାମ କରୁଥିବା ସମୟରେ ହଠାତ୍ କରେଣ୍ଟ ସପ୍ଲାଏ ତାରଟି ଲାଗି ସଟ ହୋଇଯାଇଥିଲା ।

ଦୁଇ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା। ଦୁଇଜଣଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି। ଏନେଇ ପୋଲିସ କୋଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଜଣାପଡିଛି। ଏନେଇ କର୍ମଚାରୀଙ୍କର ଇନସୁରାନ୍ସ ରହିଥିଲା କି ନାହିଁ। ମୃତ୍ୟୁ ପାଇଁ ଦାୟୀ କିଏ ରହିବେ। ଏନେଇ ଦୋକାନ ମାଲିକ ପରିବାର ଲୋକଙ୍କୁ କଣ ପ୍ରତିଶୃତି ଦେଇଛନ୍ତି ସେନେଇ ଅପେକ୍ଷା ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.