ETV Bharat / city

ରାଜଧାନୀରେ ନର୍ମାଣ ହେବ ଆଉ 2 ଫୁଟ ଓଭରବ୍ରିଜ - ରାଜଧାନୀରେ ନିର୍ମାଣ ହେବ ଫୁଟ ଓଭର ବ୍ରିଜ

ରାଜ୍ଯରେ ସଡକ ସୂରକ୍ଷା ସପ୍ତାହ ଚାଲିଥିବା ବେଳେ ରାଜଧାନୀରେ ନିର୍ମାଣ ହେବ ଆଉ ଦୁଇ ଫୁଟ ଓଭର ବ୍ରିଜ। ଏନେଇ ରାଜପଥ ପ୍ରାଧିକରଣ ନିର୍ଦ୍ଦେଶକ ରାମ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି । ପଢନ୍ତୁ ଅଧିକ.....

ରାଜଧାନୀରେ ନର୍ମାଣ ହେବ ଆଉ 2 ଟି ଫୁଟ ଓଭର ବ୍ରିଜ

author img

By

Published : Jan 19, 2021, 5:11 PM IST

ଭୁବନେଶ୍ବର: ରାଜ୍ଯରେ ସଡକ ସୁରକ୍ଷା ସପ୍ତାହ ଚାଲିଥିବା ବେଳେ ରାଜଧାନୀରେ ନିର୍ମାଣ ହେବ ଆଉ ଦୁଇ ଫୁଟ-ଓଭର ବ୍ରିଜ। ଏନେଇ ରାଜପଥ ପ୍ରାଧିକରଣ ନିର୍ଦ୍ଦେଶକ ରାମ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।

ରାଜଧାନୀରେ ନର୍ମାଣ ହେବ ଆଉ 2 ଟି ଫୁଟ ଓଭର ବ୍ରିଜ

ପଣ୍ଡା କହିଛନ୍ତି ଏହି ଏକ ମାସ ମଧ୍ୟରେ ରାଜଧାନୀର ବ୍ୟସ୍ତବହୁଳ ସ୍ଥାନରେ ଦୁଇଟି ଫୁଟ ଓଭର ବ୍ରିଜ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି । ଏଏଚଏଆଇର ଅଡିଟ୍ ଅଫିସର୍ ମାନେ ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରୁଛନ୍ତି । ତଥ୍ୟ ମିଳିବାର ପରେ ଖୁବ କାମ ଆରମ୍ଭ କରାଯିବ । ରାଜଧାନୀରେ ବଢୁଥିବା ରାସ୍ତା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଆଉ ଦୁଇଟି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ କରିବାର ପ୍ରସ୍ତାବ ରଖିଛି ସଂସ୍ଥା ।

ବର୍ତ୍ତମାନର ଆବଶ୍ୟକତା ଅନୁସାରେ ରସୁଲଗଡ-ପଳାଶୁଣି ରାସ୍ତାରେ ଗୋଟିଏ ଏବଂ ଜୟଦେବ ବିହାର-ନୟାପଲ୍ଲୀ ପୂଜା ମଣ୍ଡପ ମଧ୍ୟରେ ଆଉ ଗୋଟିଏ ମୋଟ୍ ୨ ଟି ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ସର୍ଭେ କାର୍ଯ୍ୟ ମଧ୍ୟ ଚାଲିଛି । ଏହା ସହ ଜୁନ୍ ମାସ ଶେଷ ସୁଦ୍ଧା ଖଣ୍ଡଗିରି ଓଭରବ୍ରିଜ୍ କାର୍ଯ୍ୟ ମଧ୍ୟ ଶେଷ ହୋଇ ବ୍ୟବହାର ଉପଯୋଗୀ ହେବ । ଫଳରେ ସେଠାରେ ଆଉ ଟ୍ରାଫିକ ସମସ୍ୟା ରହିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.