ETV Bharat / city

ରାଜଧାନୀରେ ଚାଞ୍ଚଲ୍ୟ: ଦୁଇ ଛାତ୍ରୀକୁ ନେଇ ଫେରାର ରସିକିଆ ଟିଉସନ ସାର, ଥାନାରେ ଅଭିଯୋଗ - ଟିଉସନ ଯାଇ ଆଉ ଘରକୁ ଫେରିଲେନି ଦୁଇ ଛାତ୍ରୀ

ଟିଉସନ ଯାଇ ଆଉ ଘରକୁ ଫେରିଲେନି ଦୁଇ ଛାତ୍ରୀ । ଚାହୁଁ ଚାହୁଁ ବିତିଗଲାଣି ଦୁଇ ଦିନ‌ । ଟିଉସନ‌ ସାରଙ୍କୁ ଯୋଗାଯୋଗ କରିବା ପରେ ବି ଏଯାଏଁ କୌଣସି ଖୋଜ୍ ଖବର ମିଳିନାହିଁ । ଅଧିକ ପଢନ୍ତୁ....

two minor girl missing in bhubaneswar fir against tuition sir
ଟିଉସନ ଯାଇ ଆଉ ଘରକୁ ଫେରିଲେନି ଦୁଇ ଛାତ୍ରୀ
author img

By

Published : Dec 21, 2021, 5:37 PM IST

ଭୁବନେଶ୍ବର: ଟିଉସନ ଯାଇ ଆଉ ଘରକୁ ଫେରିଲେନି ଦୁଇ ଛାତ୍ରୀ । ଚାହୁଁ ଚାହୁଁ ବିତିଗଲାଣି ଦୁଇ ଦିନ‌ । ଟିଉସନ‌ ସାରଙ୍କୁ ଯୋଗାଯୋଗ କରିବା ପରେ ବି ଏଯାଏଁ କୌଣସି ଖୋଜ୍ ଖବର ମିଳିନାହିଁ । ଏନେଇ ପରିବାର ଲୋକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ବର ବଡଗଡ ଅଞ୍ଚଳରେ ।

two minor girl missing in bhubaneswar fir against tuition sir
ରାଜଧାନୀରେ ଚାଞ୍ଚଲ୍ୟ : ଦୁଇ ଛାତ୍ରୀକୁ ନେଇ ଫେରାର ହୋଇଗଲେ ରସିକିଆ ଟିଉସନ ସାର, ଥାନାରେ ଅଭିଯୋଗ

ଦୁଇ ଛାତ୍ରୀଙ୍କୁ ନେଇ ଟିଉସନ ସାର ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ‌ ହୋଇଛି । ଏନେଇ ବଡଗଡ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ।

ଦୁଇ ଛାତ୍ରୀଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ଆଉ ଜଣେ ଅଷ୍ଟମ ଶ୍ରେଣୀର ବୋଲି ସୂଚନା ମିଳିଛି । ନାବାଳିକା ଥିବାରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.