ETV Bharat / city

ବାଲେଶ୍ବରରେ ପୁଣି ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ - jajpur

ଆଜି ବାଲେଶ୍ୱରରେ ୨ ପଜିଟିଭ ଚିହ୍ନଟ ପରେ ୧୦ରେ ପହଞ୍ଚିଲା ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ମୋଟ ଆକ୍ରାନ୍ତ ୮୯ ହୋଇଥିବା ବେଳେ ବର୍ତ୍ତମାନ ସକ୍ରିୟଙ୍କ ସଂଖ୍ୟା ରହିଛି ୫୫ । ଅଧିକ ପଢନ୍ତୁ..

two-corona-patient-dected-in-jajpur
two-corona-patient-dected-in-jajpur
author img

By

Published : Apr 23, 2020, 6:46 PM IST

ଭୁବନେଶ୍ବର: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ବାଲେଶ୍ୱରରେ ୨ ପଜିଟିଭ ଚିହ୍ନଟ ପରେ ୧୦ରେ ପହଞ୍ଚିଲା ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ମୋଟ ଆକ୍ରାନ୍ତ ୮୯ ହୋଇଥିବା ବେଳେ ବର୍ତ୍ତମାନ ସକ୍ରିୟଙ୍କ ସଂଖ୍ୟା ରହିଛି ୫୫ ।

two-corona-patient-dected-in-jajpur
ବାଲେଶ୍ବରରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ଗୋଟେ ଦିନରେ 6 ଜଣ ପଜିଟିଭ ବାହାରିଛି। ତେବେ ଏନେଇ ଯାଜପୁରରେ 4 ଜଣ ରହିଥିବା ବେଳେ ବାଲେଶ୍ବରର 2 ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜି ପଜିଟିଭ ବାହାରିଥିବା ବାଲେଶ୍ବରରର ଦୁଇ ଆକ୍ରାନ୍ତ ହେଉଛନ୍ତି 55 ବର୍ଷୀୟ ମହିଳା ଓ 36 ବର୍ଷୀୟ ପୁରୁଷ। ତେବେ ରାଜ୍ୟ ସରକାର ଏନେଇ ଭଦ୍ରକ ବାଲେଶ୍ବର ଓ ଯାଜପୁର ଅଞ୍ଚଳରେ ବାହାର ରାଜ୍ୟ ରୁ ଆସିଥିବା ଓଡ଼ିଆ ଲୋକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.