ETV Bharat / city

ଦାୟିତ୍ବ ନେଲେ ଦ୍ୱୈତନଗରୀର 2 ଡିସିପି

author img

By

Published : Jul 20, 2020, 1:53 PM IST

Updated : Jul 20, 2020, 2:15 PM IST

ଦାୟିତ୍ବ ନେଇଛନ୍ତି ଉଭୟ କଟକ ଓ ଭୁବନେଶ୍ବରର 2 ଡିସିପି । ପୋଲିସ ସେବା ଭବନରେ ପୋଲିସ କମିଶନରଙ୍କ ଉପସ୍ଥିତିରେ ପୂର୍ବତନ ଡିସିପି ଅନୁପ କୁମାର ସାହୁ, ଅଖିଳେଶ୍ବର ସିଂ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ।

ଦାୟିତ୍ବ ନେଲେ ଦୈତନଗରୀର 2ଡିସିପି
ଦାୟିତ୍ବ ନେଲେ ଦୈତନଗରୀର 2ଡିସିପି

ଭୁବନେଶ୍ବର: ଦାୟିତ୍ବ ନେଇଛନ୍ତି ଉଭୟ କଟକ ଓ ଭୁବନେଶ୍ବରର 2 ଡିସିପି । କଟକର ନୂତନ ଡିସିପି ଭାବେ ପ୍ରତୀକ ସିଂହ ଏବଂ ଭୁବନେଶ୍ବର ଡିସିପି ଭାବେ ଉମାଶଙ୍କର ଦାସଙ୍କୁ ପୋଲିସ ସେବା ଭବନରେ ପୋଲିସ କମିଶନରଙ୍କ ଉପସ୍ଥିତିରେ ପୂର୍ବତନ ଡିସିପି ଅନୁପ କୁମାର ସାହୁ ଓ ଅଖିଳେଶ୍ବର ସିଂ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ।

ଦାୟିତ୍ବ ନେଲେ ଦ୍ୱୈତନଗରୀର 2 ଡିସିପି

ତେବେ ୨୦୦୮ ବ୍ୟାଚର ଆଇପିଏସ ଉମାଶଙ୍କର ଦାସଙ୍କ ପାଇଁ ଭୁବନେଶ୍ବରରେ ଲ ଆଣ୍ଡ ଅର୍ଡର, ସଂଗଠିତ ଅପରାଧ ,ରାଜନୈତିକ ବିକ୍ଷୋଭ ଓ ସାଇବର ଅପରାଧ ମୁକାବିଲା ବଡ ଚ୍ୟାଲେଞ୍ଜ ରହିବ । ସେହିପରି ପୂର୍ବରୁ କଟକରେ ସଂଗଠିତ ଅପରାଧ, ଗ୍ୟାଙ୍ଗୱାର ଓ ଅପରାଧିଙ୍କ ଗତିବିଧି ନିୟନ୍ତ୍ରଣ ସହ ଇଣ୍ଟରନାସନାଲ ଇଭେଣ୍ଟ ଅର୍ଗାନାଇଜ 2014 ବ୍ୟାଚର ଆଇପିଏସ ପ୍ରତୀକ ସିଂଙ୍କ ପାଇଁ ଚ୍ୟାଲେଞ୍ଜିଂ କାମ ରହିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 20, 2020, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.