ETV Bharat / city

କିରୋସିନ କଳାବଜାରୀର ବଡ ଖୁଲାସା, ୨୧ ହଜାର ଲିଟର ଜବତ - ୨୧ ହଜାର ଲିଟର କିରୋସିନ ଜବତ

କିରୋସିନ ତସ୍କରଙ୍କ ଖୁଲାସା କରୁଛି ଏସଟିଏଫ ଟିମ । କଟକ ଗୁରୁଡିଝାଟିଆରେ ଚଢାଉବେଳେ ବିପୁଳ ପରିମାଣର କିରୋସିନ ଜବତ ହୋଇଛି । ୨୧ ହଜାର ଲିଟର କିରୋସିନ ବୋଝେଇ ଦୁଇଟି ଟ୍ଯାଙ୍କର ଜବତ କରିଛି ଏସଟିଏଫ ଟିମ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କିରୋସିନ କଳାବଜାରିର ବଡ ଖୁଲାସା
କିରୋସିନ କଳାବଜାରିର ବଡ ଖୁଲାସା
author img

By

Published : Sep 15, 2020, 9:30 PM IST

ଭୁବନେଶ୍ବର: କିରୋସିନ କଳାବଜାରର ଖୋଲୁଛି ରହସ୍ଯ । ଗୋଟିଏ ପରେ ଗୋଟିଏ କିରୋସିନ ତସ୍କରଙ୍କ ଖୁଲାସା କରୁଛି ଏସଟିଏଫ ଟିମ । ଯାହାର କ୍ରମରେ କଟକ ଗୁରୁଡିଝାଟିଆରେ ଚଢାଉବେଳେ ବିପୁଳ ପରିମାଣର କିରୋସିନ ଜବତ ହୋଇଛି । ୨୧ ହଜାର ଲିଟର କିରୋସିନ ବୋଝେଇ ଦୁଇଟି ଟ୍ଯାଙ୍କର ଜବତ କରିଛି ଏସଟିଏଫ ଟିମ ।

କିରୋସିନ କଳାବଜାରିର ବଡ ଖୁଲାସା, ୨୧ ହଜାର ଲିଟର ଜବତ

ଏହାସହ ଇଲେକ୍ଟ୍ରି୍କ ମଟର ସହ ୫ଟି ବ୍ଯାରେଲ, ପାଇପ ଜବତ କରିଛି ଟିମ । ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଗୁରୁଡିଝାଟିଆର ଗୋକୁଳାନନ୍ଦ ପାଲ, ଗଞ୍ଜାମର ରାଧେଶ୍ଯାମ ବାରିକ, ଜିତେନ୍ଦ୍ର ରାଉତକୁ ଗିରଫ କରାଯାଇଛି । ତେବେ ଏହା ପଛର ମାଷ୍ଟର ମାଇଣ୍ଡ ଖିରୋଦ ଚନ୍ଦ୍ର ପାତ୍ର ଫେରାର ହୋଇଛି । କିରୋସିନ କଳାବଜାରି ନେଇ ଅନେକ ଅଭିଯୋଗ ଆସୁଥିବାବେଳେ ଯାହାକୁ ରୋକିବା ନେଇ ନୂଆ ଷ୍ଟ୍ରାଟେଜି ଆପଣେଇଛି ଏସଟିଏଫ ଟିମ ।

କିରୋସିନ ତସ୍କରୀରେ 3 ଗିରଫ
କିରୋସିନ ତସ୍କରୀରେ 3 ଗିରଫ
କିରୋସିନ ତସ୍କରୀରେ 3 ଗିରଫ
କିରୋସିନ ତସ୍କରୀରେ 3 ଗିରଫ
କିରୋସିନ ତସ୍କରୀରେ 3 ଗିରଫ
କିରୋସିନ ତସ୍କରୀରେ 3 ଗିରଫ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.