ETV Bharat / city

ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ତ୍ରିବେଣୀ ସଙ୍ଗମ - tribeni sangam seen through dance

ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ଭାବେ ପରିଚିତ ତ୍ରିବେଣୀ ଆର୍ଯ୍ୟ ସଂସ୍କୃତିର ଉତ୍ପତ୍ତିକୁ ଖୁବ ସୁନ୍ଦର ଭାବେ ମଞ୍ଚରେ ବାଖ୍ୟା କରିଥିଲେ ନୃତ୍ୟ ଶିଳ୍ପୀ । ଯାହାକୁ ଦେଖି ବିମୁଗ୍ଧ ହୋଇଥିଲେ ଦର୍ଶକ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 25, 2019, 3:21 AM IST

ଭୁବନେଶ୍ବର: ନୃତ୍ୟନିଳୟ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ସମର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ନୃତ୍ୟ ମାଧ୍ୟମରେ ଗଙ୍ଗା ,ଯମୁନା ଓ ସରସ୍ବତୀ ନଦୀର ମିଳନସ୍ଥଳ "ତ୍ରିବେଣୀ" ର ଚମତ୍କାର ପରିବେଷଣ କରିଥିଲେ।

ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ଭାବେ ପରିଚିତ ତ୍ରିବେଣୀ ଆର୍ଯ୍ୟ ସଂସ୍କୃତିର ଉତ୍ପତ୍ତି କେନ୍ଦ୍ର ଭାବେ ରହିଆସିଛି। ଯାହାର ବାଖ୍ୟା ନୃତ୍ୟଶିଳ୍ପୀମାନେ ଖୁବ ଚମତ୍କାର ଭାବେ ପରିବେଷଣ କରିଥିଲେ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଯାହାର ନୃତ୍ୟ ସଂଯୋଜନା ସ୍ୱପ୍ନାରାଣୀ ସିହ୍ନା କରିଥିବାବେଳେ ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି ଗୁରୁ ରାମହାରି ଦାସ। ଯାହା ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ବେଶ ବିମୁଗ୍ଧ କରିଥିବା ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ ।

Intro:ନୃତ୍ୟନିଳୟ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ରବିନ୍ଦ୍ରମଣ୍ଡପରେ ସମର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଯେଉଁଥିରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ନୃତ୍ୟମାଧ୍ୟମରେ ଗଙ୍ଗା ,ଯମୁନା ଓ ସରସ୍ବତୀ ନଦୀର ମିଳନ ସ୍ଥଳ "ତ୍ରିବେଣୀ" ର ଚମତ୍କାର ପରିବେଷଣ କରିଥିଲେ।

Body:ମହାଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ଭାବେ ପରିଚିତ ତ୍ରିବେଣୀ ଆର୍ଯ୍ୟ ସଂସ୍କୃତିର ଉତ୍ପତ୍ତିକେନ୍ଦ୍ର ଭାବେ ରହିଆସିଛି।ଯାହାର ବାଖ୍ୟା ଖୁବ ଚମତ୍କାରଭାବେ ନୃତ୍ୟଶିଳ୍ପୀମାନେ ପରିବେଷଣ କରିଛନ୍ତି।ଯାହାର ନୃତ୍ୟସଂଯୋଜନା ସ୍ୱପ୍ନାରାଣୀ ସିନହା କରିଥିବାବେଳେ ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି ଗୁରୁ ରାମହାରି ଦାସ।ଯାହା ପ୍ରେକ୍ଷାଳୟରେ ଉପସ୍ଥିତ ଦର୍ଶକଙ୍କୁ ବିମୁଗ୍ଧ କରିଥିବା ଦେଖିବାକୁ ମିଳିଛି।ଏହାର ପରେ ପରେ ପରେ ଅନୁଷ୍ଠାନର ଶିଳ୍ପୀ କଲ୍ୟାଣି ସାହୁ "ନବଦୁର୍ଗା"ରେ ମାଙ୍କ ନବବିଧ ରୁପର ବର୍ଣନା କରିଥିବା ବେଳେ ପ୍ରୀତିମୟୀ ସାହୁଙ୍କ "ବାଟ ଛାଡ଼ ସୁହଟ ନାଗର" ମାଧ୍ୟମରେ ଓଡିଶୀ ଅଭିନୟ ପରିବେଷଣ କରିଥିଲେ ।ଯାହାକୁ ଦର୍ଶକମାନେ ବେଶ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା।ଅପରାହ୍ନ ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ ଓ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ଅନୁଷ୍ଠାନର ଶିଳ୍ପୀମାନଙ୍କୁ ପ୍ରଶଂସା କରିବା ସହିତ ଆମ ସଂସ୍କୃତିର ପ୍ରଚାରରେ ସେମାନଙ୍କ ଭୂମିକା ବେଶ ମହତ୍ୱପୁର୍ଣ ବୋଲି କହିଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.