ETV Bharat / city

କଳିଙ୍ଗ ପୁସ୍ତକ ମେଳାରେ ଆଦିବାସୀ ଖାଦ୍ୟର ଆଦର - 22ତମ କଳିଙ୍ଗ ପୁସ୍ତକ ମେଳାରେ ଆଦିବାସୀ ଖାଦ୍ୟର ଆଦର

22ତମ କଳିଙ୍ଗ ପୁସ୍ତକ ମେଳାରେ ଆଦିବାସୀ ଖାଦ୍ୟର ଆଦର ଅଧିକ ଥିବା ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 3, 2019, 5:03 AM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି 22ତମ କଳିଙ୍ଗ ପୁସ୍ତକ ମେଳା । ଚଳିତଥର 130ଟି ପୁସ୍ତକ ଷ୍ଟଲ ସହ ଆଦିବାସୀ ଖାଦ୍ୟ ଷ୍ଟଲ ଖୋଲାଯାଇଛି । ପୁସ୍ତକ ମେଳାକୁ ଆସୁଥିବା ଲୋକମାନେ ଏହି ଆଦିବାସୀ ଖାଦ୍ୟ ଷ୍ଟଲରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଦିବାସୀ କଳା, ସଂସ୍କୃତି ଓ ଖାଦ୍ୟର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହି ଷ୍ଟଲ ଖୋଲାଯାଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ମହିଳା ମାନେ ନିଜର ପାରମ୍ପରିକ ଖାଦ୍ୟ ସହ ହଜିଯାଉଥିବା ଜଙ୍ଗଲଜାତ ଖାଦ୍ୟ ପଦାର୍ଥ ପ୍ରଦର୍ଶନ କରିବା ସହ ବିକ୍ରି କରୁଛନ୍ତି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବାକୁ ଥିବା ବେଳେ ପାରମ୍ପରିକ ଆଦିବାସୀ ଖାଦ୍ୟ 3 ଦିନ ପାଇଁ ପ୍ରଦର୍ଶନ ତଥା ବିକ୍ରି କରାଯିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:କଳିଙ୍ଗ ପୁସ୍ତକ ମେଳା ରେ ଜୋର ଧରୁଛି ଆଦିବାସୀ ଙ୍କ ଜଙ୍ଗଲୀ ଜାତ ଖାଦ୍ୟ।

ରାଜଧାନୀ ରେ ଗତ କାଲିଠାରୁ ଆରମ୍ଭ ହୋଇଛି 22 ତମ କଳିଙ୍ଗ ପୁସ୍ତକ ମେଳା । ଗତ କାଲି ଠାରୁ ଆରମ୍ଭ ହୋଇ ଆଗାମୀ 10 ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ହାରାହାରି 130 ଟି ପୁସ୍ତକ ଷ୍ଟଲ ଲାଗିଛି। ଅନ୍ୟ ପଟେ ସବୁ ଜାଗା ରେ ଆଦିବାସୀ ସଂସ୍କୃତି ,କଳା ଓ ଆଦିବାସୀ ଙ୍କ ଖାଦ୍ୟ ପେୟ ର ପ୍ରଚାର ପ୍ରସାର କରିବା ଲକ୍ଷ ରେ ଗୋଟିଏ ଷ୍ଟଲ ରାଜ୍ୟ ର ଆଦିବାସୀ ମହିଳା ମାନଙ୍କୁ ଦିଆଯାଇଛି। ଯେଉଁଥିରେ ରାଜ୍ୟ ର କୋଣ ଅନୁକୋଣରୁ ଆସିଥିବା ଆଦିବାସୀ ମହିଳା ମାନେ ନିଜର ପାରମ୍ପରିକ ଖାଦ୍ୟ ସହ ହଜି ଯାଉଥିବା ଜଂଗଲ ଜାତ ଖାଦ୍ୟ ପଦାର୍ଥ ର ପ୍ରଦର୍ଶିତ କରିବା ସହ ବିକ୍ରି ମଧ୍ୟ କରୁଛନ୍ତି। 10 ଦିନ ର ଏହି ପୁସ୍ତକ ମେଳା ରେ 3 ଦିନ ପାଇ ଏହି ମହିଳା ମାନେ ନିଜର ପରମ୍ପରା ଖାଦ୍ୟ କୁ ଏଠାରେ ପ୍ରଦର୍ଶତ କରବେ।

Body:କଳିଙ୍ଗ ପୁସ୍ତକ ମେଳା ରେ ଜୋର ଧରୁଛି ଆଦିବାସୀ ଙ୍କ ଜଙ୍ଗଲୀ ଜାତ ଖାଦ୍ୟ।

ରାଜଧାନୀ ରେ ଗତ କାଲିଠାରୁ ଆରମ୍ଭ ହୋଇଛି 22 ତମ କଳିଙ୍ଗ ପୁସ୍ତକ ମେଳା । ଗତ କାଲି ଠାରୁ ଆରମ୍ଭ ହୋଇ ଆଗାମୀ 10 ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ହାରାହାରି 130 ଟି ପୁସ୍ତକ ଷ୍ଟଲ ଲାଗିଛି। ଅନ୍ୟ ପଟେ ସବୁ ଜାଗା ରେ ଆଦିବାସୀ ସଂସ୍କୃତି ,କଳା ଓ ଆଦିବାସୀ ଙ୍କ ଖାଦ୍ୟ ପେୟ ର ପ୍ରଚାର ପ୍ରସାର କରିବା ଲକ୍ଷ ରେ ଗୋଟିଏ ଷ୍ଟଲ ରାଜ୍ୟ ର ଆଦିବାସୀ ମହିଳା ମାନଙ୍କୁ ଦିଆଯାଇଛି। ଯେଉଁଥିରେ ରାଜ୍ୟ ର କୋଣ ଅନୁକୋଣରୁ ଆସିଥିବା ଆଦିବାସୀ ମହିଳା ମାନେ ନିଜର ପାରମ୍ପରିକ ଖାଦ୍ୟ ସହ ହଜି ଯାଉଥିବା ଜଂଗଲ ଜାତ ଖାଦ୍ୟ ପଦାର୍ଥ ର ପ୍ରଦର୍ଶିତ କରିବା ସହ ବିକ୍ରି ମଧ୍ୟ କରୁଛନ୍ତି। 10 ଦିନ ର ଏହି ପୁସ୍ତକ ମେଳା ରେ 3 ଦିନ ପାଇ ଏହି ମହିଳା ମାନେ ନିଜର ପରମ୍ପରା ଖାଦ୍ୟ କୁ ଏଠାରେ ପ୍ରଦର୍ଶତ କରବେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.