ETV Bharat / city

ଆସିଲା 13 କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, ଅଧିକାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ - ପଶ୍ଚିମବଙ୍ଗ ଲିଙ୍କ୍‌

ଏମାନେ ସମସ୍ତେ ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାର । ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ।

travel-history-of-13-corona-victims-most-of-them-west-bengal-links
ଆସିଲା 13 କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, ଅଧିକାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌
author img

By

Published : Apr 22, 2020, 7:56 PM IST

ଭୁବନେଶ୍ବର: 13 ନୂଆ କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କଲେ ରାଜ୍ୟ ସରକାର । ତେବେ ଅଧିକାଂଶ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରିରେ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଛି । ତେବେ ଏମାନେ ସମସ୍ତେ ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାର । ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ।

travel-history-of-13-corona-victims-most-of-them-west-bengal-links
ଆସିଲା 13 କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି, ଅଧିକାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌
କେସ ନମ୍ବର 70-

କୋରୋନା ପଜିଟିଭ ନମ୍ବର 70 ହେଉଛନ୍ତି ଜଣେ 50 ବର୍ଷୀୟ ଯୁବକ। କଲିକତାରୁ ନିଜ ଘରକୁ ଫେରିଥିଲେ। ଘର ଜଜୌର ଜିଲ୍ଲାର କରେଇ ଅଂଚଳରେ। ହାୱାଡାର ବଡବଜାର ରୁ 28 ଜଣଙ୍କ ସହ ମାର୍ଚ୍ଚ 28 ତାରିଖରେ ଫେରିଥିଲେ। ସିଏଚସି ରେ ରେଜିଷ୍ଟେସନ କରିଥିଲେ 31 ମାର୍ଚ୍ଚ ରେ । ମାର୍ଚ୍ଚ 31 ରୁ 19 ଏପ୍ରିଲ ମଧ୍ୟରେ ଘରୋଇ କ୍ୱାରେଣ୍ଟିନରେ ରଖାଯାଇଥିଲା। ଏପ୍ରିଲ 20 ତାରିଖରେ ପଜିଟିଭ ଆସିଥିଲା। ବର୍ତ୍ତମାନ ସେ ଯାଜପୁରର କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

କେସ ନମ୍ବର 71-

28 ବର୍ଷୀୟ ଯୁବକ କଲିକତାରୁ ଫେରିଥିଲେ 11 ଜଣଙ୍କ ସହ ମାର୍ଚ୍ଚ 29 ତାରିଖରେ। 30 ମାର୍ଚ୍ଚ ରେ ନିଜ ଭାଇଙ୍କ ସହ ଡ଼ିଏଚଏଚ କୁ ଯାଇଥିଲେ। ମାର୍ଚ୍ଚ 31 ରୁ 14 ଏପ୍ରିଲ ପର୍ଯ୍ୟନ୍ତ ଘରେ ସଂଗରୋଧ ଭାବରେ ରହିଥିଲେ। 15 ଏପ୍ରିଲ ରେ ଭୀଷଣ ଜର ହେବା ଦ୍ୱାରା ଯାଜପୁର ର ଡ଼ିଏଚଏଚ କୁ ଯାଇଥିଲେ। 15 ଏପ୍ରିଲ ରୁ 20 ଏପ୍ରିଲ ଆଇସଲେସନ ୱାର୍ଡ ରେ ରହିଥିଲେ। ତାଙ୍କର ନମୁନାରେ ପଜିଟିଭ ଆସିଥିଲା। ବର୍ତମାନ ସେ ଯାଜପୁର କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଚିକୁତ୍ସିତ ହେଉଛନ୍ତି।

କେସ ନମ୍ବର 72-

64 ବର୍ଷୀୟ ଯୁବକ ଜଣେ କଲିକତାରୁ ଫେରିଥିଲେ ମାର୍ଚ୍ଚ 29 ତାରିଖରେ 2 ଜଣଙ୍କ ସହ ଯାଜପୁର ର ବାସୁଦେବପୁର ଅଞ୍ଚଳକୁ। 29 ମାର୍ଚ୍ଚ ରୁ 19 ଏପ୍ରିଲ ଘରେ ସଂଗରୋଧ ଭାବରେ ରହିଥିଲେ। 20 ତାରିଖରେ ସାମ୍ପୁଲ ପରୀକ୍ଷା ଓଆର ତାଙ୍କର ପଜିଟିଭ ବାହାରିଥିଲା। ବର୍ତମାନ ସେ ଯାଜପୁର ର କଳିଙ୍ଗନଗର କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।

କେସ ନମ୍ବର 73-

58 ବର୍ଷୀୟ ବୃଦ୍ଧ ଜଣେ ସେ କଲିକତାରୁ ଫେରିଛନ୍ତି 29 ମାର୍ଚ୍ଚ ରେ2 ଜଣଙ୍କ ସହ। 29 ମାର୍ଚ୍ଚ ରୁ 19 ଏପ୍ରିଲ ପର୍ଯ୍ୟନ୍ତ ଘରେ ସଂଗରୋଧ ରହିଥିଲେ। 17 ଏପ୍ରିଲ ରେ ପିଡ଼ିଏସ ଚାଉଳ ପାଇଁ ଯାଇଥିଲେ। 20 ଏପ୍ରିଲ ରେ ସାଙ୍ଗ ମାନଙ୍କ ସହ ତାସ ଖେଳିଥିଲେ। 20 ତାରିଖରେ ଲକ୍ଷଣ ଦେଖିବା ପରେ ପରୀକ୍ଷା କରାଯାଇଥିଲା । 20 ଏପ୍ରିଲ ରେ ତାଙ୍କର ପଜିଟିଭ ଆସିଥିଲା। ଏବେ ଯାଜପୁର ରେ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

କେସ ନମ୍ବର 74-

32 ବର୍ଷୀୟ ଯୁବକ କଲିକତାରୁ ଫେରିଛନ୍ତି। 11 ଜଣ ଯାତ୍ରୀଙ୍କ ସହ କଲିକତାର ମଙ୍ଗଳାହାଟ ରୁ ଯାଜପୁର ଟାଉନ କୁ ଆସିଥିଲେ 29 ମାର୍ଚ୍ଚ ରେ। 29 ମାର୍ଚ୍ଚ ରୁ 19 ଏପ୍ରିଲ ଘରେ ସଂଗରୋଧ ଭାବରେ ରହିଥିଲେ। 15 ଏପ୍ରିଲ ରେ ସାଙ୍ଗ ମାନଙ୍କ ସହ ନିଜ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। 16 ଏପ୍ରିଲ ଓ 17 ଏପ୍ରିଲ ନିକଟସ୍ଥ ଚିକେନ୍ ଦୋକାନଙ୍କୁ ଯାଇଥିଲେ। 20 ତାରିଖରେ ପଜିଟିଭ ଆସିବା ପରେ ତାଙ୍କୁ ଯାଜପୁର ର କଳିଙ୍ଗ ନଗର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।

ସେହିପରି କେସ ନମ୍ବର 75, 76, 77, 78, 79, ଏହି ସମସ୍ତ ଆକ୍ରାନ୍ତ କେସ ନମ୍ବର 61ର ସମ୍ପର୍କୀୟ। ଏହିମାନେ 61 ଆକ୍ରାନ୍ତଙ୍କ ଘରକୁ ଯାଇଥିଲେ ଲାକଡାଉନ ସମୟରେ। 75,76, 77,78, 79 କେସ ନମ୍ବର ସମସ୍ତ ଆକ୍ରାନ୍ତ ଯୁବକମାନେ କଟକର ଅଶ୍ୱନି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଭାବରେ କେସ ନମ୍ବର 80 ଭଦ୍ରକର 55 ବୟସ୍କ ଯୁବକ କଲିକତାରୁ 64 ଆକ୍ରାନ୍ତଙ୍କ ସହ କଲିକତାରୁ ଭଦ୍ରକ ଆସିଥିଲେ 30 ମାର୍ଚ୍ଚରେ। ଘରେ ରହିଥିଲେ ନାର୍ଚ୍ଚ 30 ରୁ ଏପ୍ରିଲ 21 ପର୍ଯ୍ୟନ୍ତ। 21 ଏପ୍ରିଲ ରେ ଲକ୍ଷଣ ବାହାରିବା ପରେ ଚିକିଷା ହେଉଥିଲେ। ତାଙ୍କର ପଜିଟିଭ ଆସିବା ପରେ କଟକର ଅଶ୍ୱନି ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।

ସେହିପରି କେସ ନମ୍ବର 81। 35 ବୟସର ଯୁବକ କଲିକତାରୁ 15 ଜଣ ଯାତ୍ରୀଙ୍କ ସହ 64 ଆକ୍ରାନ୍ତଙ୍କ ସହ ଭଦ୍ରକ ଆସିଥିଲେ ମାର୍ଚ୍ଚ 30 ତାରିଖରେ। ଘରେ ରହିଥିଲେ 30 ମାର୍ଚ୍ଚ ରୁ 21 ଏପ୍ରିଲ ପର୍ଯ୍ୟନ୍ତ। ସାମ୍ପୁଲରେ ପଜିଟିଭ ଆସିବାପରେ କଟକର ଅଶ୍ୱନି କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.