ETV Bharat / city

ଆସିଲା 15 ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି, ଥାନାବାବୁଙ୍କ ଚିନ୍ତା ବଢାଇଲା 143 ନଂ ଆକ୍ରାନ୍ତ - @I&PR DEPT

ଆଜି 15 ଜଣ ଆର୍ଥାତ 129 ରୁ 143 ଜଣଙ୍କ ଟ୍ରାଭଲେ ହିଷ୍ଟ୍ରି ଜାରି କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ହେଲ 143 ନଂ ଆକ୍ରାନ୍ତଙ୍କୁ ନେଇ ଥାନା ବାବୁଙ୍କୁ ଟେନସନ ବଢିଛି । ସେ ଥାନାରେ ଗୋଟିଏ ରାତି ବିତାଇଥିବା ନେଇ ଟ୍ରାଭେଲ ହିଷ୍ଟ୍ରିରେ ରହିଛି ।

ଆସିଲା 15 ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି, ଥାନାବାବୁଙ୍କ ଚିନ୍ତା ବଢାଇଲା 143 ନଂ ଆକ୍ରାନ୍ତ

author img

By

Published : May 2, 2020, 4:23 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 156ରେ ପହଞ୍ଚିଛି । ଏତିକିବେଳେ ଆଜି 15 ଜଣ ଅର୍ଥାତ 129 ରୁ 143 ଜଣଙ୍କ ଟ୍ରାଭଲେ ହିଷ୍ଟ୍ରି ଜାରି କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପ୍ରାୟ ସମସ୍ତଙ୍କର କୋଲକାତା ଲିଙ୍କ ଥିବା ଜଣାପଡିଛି । ହେଲ 143 ନଂ ଆକ୍ରାନ୍ତଙ୍କୁ ନେଇ ଥାନା ବାବୁଙ୍କୁ ଟେନସନ ବଢିଛି । ସେ ଥାନାରେ ଗୋଟିଏ ରାତି ବିତାଇଥିବା ନେଇ ଟ୍ରାଭେଲ ହିଷ୍ଟ୍ରିରେ ରହିଛି ।

129 ରୁ 143 ନଂ ମଧ୍ୟରୁ 14 ଜଣ ଯାଜପୁର ଦଶରଥପୁର ବ୍ଲକ କଟିକଟା ଅଞ୍ଚଳର ହୋଇଥିବା ବେଳେ ଜଣେ ବାଲେଶ୍ବରର ହୋଇଥିବା ଜଣାପଡିଛି । ତେବେ ତାଙ୍କ ମଧ୍ୟରୁ 9 ଜଣ ପୁରୁଷ ଓ 6 ଜଣ ମହିଳା ଥିବା ଜଣାପଡିଛି ।

143 ନଂ ଆକ୍ରାନ୍ତ ବାଲେଶ୍ବର ସିମୁଳିଆ ଥାନା ରାଧାକୃଷ୍ଣ ଶାସନର ବୋଲି ସୂଚନା ଦିଆଯାଇଛି । ସେ ଏପ୍ରିଲ 23 ରେ କୋତକାତାରୁ ଏକ ଟ୍ରକରେ ଆସି ଲକ୍ଷ୍ମିନାଥରେ ପହଞ୍ଚିଥିଲେ ।ପରେ ସେଠାରୁ ସେ ଚାଲି ଚାଲି ଆସି ଜଳେଶ୍ବରରେ ପହଞ୍ଚିଥିଲେ । ସେହି ଦିନ ରାତିରେ ସେ ଜଳେଶ୍ବର ଥାନାରେ ଗୋଟିଏ ରାତିଥିଲେ । ତାପରେ ଭୋଗରାଇ କ୍ବାରେଣ୍ଟାଇନ ସେଣ୍ଟରକୁ ଯାଇଥିଲେ । ଏପ୍ରିଲ 30ରେ ତାଙ୍କ ନମୁନା ସଂଗ୍ରହ ହୋଇଥିବାବେଳେ ସେ ପଜିଟିଭ ଚିହ୍ନଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.