ETV Bharat / city

ଏମିତି କୋରୋନା ଯୋଦ୍ଧା ଯାହାଙ୍କ ପାଇଁ ଖୋଲା ଅଛି ଢାବା, ଖୋଲିଛି ଗ୍ଯାରେଜ

author img

By

Published : Apr 27, 2020, 8:41 PM IST

କୋରୋନାରେ କେହି ଘରୁ ବାହାରୁ ନଥିବା ବେଳେ ଚାରିଆଡେ ଶୂନଶାନ । ତେଣୁ ଏନଏଚ ବା ରାସ୍ତାରେ ଯାଉଥିବା ଟ୍ରକ ଡ୍ରାଇଭର ବା ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରୁଥିବା ଗାଡିର ଡ୍ରାଇଭର ମାନଙ୍କ ପାଇଁ ସରକାର ନେଇଛନ୍ତି ବିଶେଷ ପଦକ୍ଷେପ। ଅଧିକ ପଢନ୍ତୁ..

garage-for-corona-fighter
garage-for-corona-fighter

ଭୁବନେଶ୍ବର: କୋରୋନାରେ କେହି ଘରୁ ବାହାରୁ ନଥିବା ବେଳେ ଚାରିଆଡେ ଶୂନଶାନ । ତେଣୁ ଏନଏଚ ବା ରାସ୍ତାରେ ଯାଉଥିବା ଟ୍ରକ ଡ୍ରାଇଭର ବା ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରୁଥିବା ଗାଡିର ଡ୍ରାଇଭର ମାନଙ୍କ ପାଇଁ ସରକାର ନେଇଛନ୍ତି ବିଶେଷ ପଦକ୍ଷେପ।

ଏମିତି କରୋନା ଯୋଦ୍ଧା ଯାହାଙ୍କ ପାଇଁ  ଖୋଲା ଅଛି ଢାବା, ଖୋଲିଛି ଗ୍ଯାରେଜ
transport-dept-instruct-to-open-dhaba-and-garage-for-corona-fighter

ଏଭଳି ଅସମୟରେ ଭୋକ ଲାଗିଲେ କେଉଁଠି ଖାଇବେ ସେନେଇ ପରିବହନ ବିଭାଗ ନେଇଛି ସ୍ବତନ୍ତ୍ର ପଦକ୍ଷେପ। ଏଥିପାଇଁ ରାଜ୍ୟର୧୪୦ଟି ଢାବା ଓ ୨୨୩ ଟି ଗ୍ୟାରେଜ ଖୋଲା ରହିଛି।

ଫଳରେ ରାସ୍ତା ଉପରେ ଯିବା ସମୟରେ ଯେପରି ହଇରାଣ ନ ହୁଅନ୍ତି ସେନେଇ ଏପରି ବ୍ୟବସ୍ଥା କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୬ଟି ଗ୍ୟାରେଜ ବା ରିପାଏର ସପ, ସମ୍ବଲପୁରରରେ ସର୍ବାଧିକ ୧୬ ଟି ଢାବା ଖୋଲା ରହିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.