ETV Bharat / city

ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ; ଜବାବ୍ ଦେଲେ ଜ୍ୟୋତି

author img

By

Published : Nov 28, 2019, 2:14 PM IST

ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା | ମହିଳାଙ୍କ ଗସ୍ତ ପାଇଁ ସରକାରୀ ଖାତାରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି ଏବଂ ମୁଁ ନିୟମ ଭାଙ୍ଗିନି ବୋଲି କହିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ।

MINISTER REACTION
ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ମୁହଁ ଖୋଲିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ମହିଳାଙ୍କ ଗସ୍ତ ପାଇଁ ସରକାରୀ ଖାତାରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି । ଓଟିଡିସି ସମସ୍ତଙ୍କ ପାଇଁ ଖୋଲା । ମୁଁ କୌଣସି ଆଇନ ଭାଙ୍ଗି ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି ।

ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ

ମନ୍ତ୍ରୀ ଦୁଇ ମହିଳାଙ୍କୁ ନେଇ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । କେଉଁ ଅଧିକାରରେ ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ଏହି ଦୁଇ ମହିଳାଙ୍କୁ ସାଙ୍ଗରେ ନେଇଥିଲେ ବୋଲି ପ୍ରଶ୍ନ କରିଥିଲେ ବିରୋଧି । ଏଥିସହ ଏହାର ସ୍ପଷ୍ଟୀକରଣ ମାଗିବା ସହ ମନ୍ତ୍ରୀଙ୍କ ବହିସ୍କାର ଦାବି କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କଂଗ୍ରେସ ପରେ ଏବେ ବଜେପି ଟାର୍ଗେଟରେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ।ଜ୍ୟୋତି ପାଣିଗ୍ରାହୀଙ୍କ ବାନ୍ଧବୀଙ୍କ ସହ ହାଇଦ୍ରାବାଦ ଭ୍ରମଣ ଉପରେ ବିଜେପିର ସାମ୍ବାଦିକ ସମ୍ବିଳନୀ ।ମନ୍ତ୍ରୀଙ୍କ ସହ ଯାଇଥିବା ଅତିଥି କିଏ?
ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ସେ ଦୁଇ ମହିଳାଙ୍କ ଭୂମିକା କଣ?
Body:କଣ ପର୍ଯ୍ୟଟନର ବିକାଶ କରିବାକୁ ସେ ଦୁଇ ମହିଳା ମନ୍ତ୍ରୀଙ୍କ ସହ ଯାଇଥିଲେ?
ଟିକସ ଦାତାଙ୍କ ଅର୍ଥକୁ ନଷ୍ଟ କରାଯାଉଛି
ଓଡିଶା କୁ ବର୍ଷକୁ ମାତ୍ର 1.3%ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି
ମନ୍ତ୍ରୀଙ୍କର ନିଜ ବିଭାଗ ପ୍ରତି ଆନ୍ତରିକତା ନାହିଁ
ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି
ସମୀର ମହାନ୍ତି ।ଏହାର ଜବାବ ରେ ମନ୍ତ୍ରୀ କହିଛନ୍ତି ଯେ ,
Conclusion:ମୁଁ ପୁଣିଥରେ କହିବା ପାଇଁ ଚାହୁଁଛି ।ସରକାରଙ୍କ ତହବିଲରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ।ଓଟିଡିସି ସମସ୍ତଙ୍କ ପାଇଁ ଖୋଲା ।ମୁଁ କୌଣସି ଆଇନ ଉଲଂଘନ କରିନାହିଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.