ଟପ୍ ନ୍ୟୁଜ୍-
- ବିନା ଭକ୍ତରେ ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ଦାରୁଦିଅଁ । ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କ ଅଣସର ବିଜେ ।
- ଗୁରୁବାର ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ ହୋଇଛି। ସେନାପଟା ମହାପ୍ରଭୁଙ୍କ ଶରୀରକୁ ସୁରକ୍ଷା ଦେଇଥାଏ।
- କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉ ମନ୍ଦିରରେ 144 ଧାରା ଲାଗୁ । ସ୍ନାନ ପୂର୍ଣ୍ଣିମାରେ ଜନ ସମାଗମକୁ ନଜରରେ ରଖି କାର୍ଯ୍ୟାନୁଷ୍ଠାନ।
- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ । ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
- ଏଥର ପ୍ରତି ଶନିବାର ଓ ରବିବାର ସଟଡାଉନ । ରାଜ୍ୟ ସରକାରଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ।
- ରାଜ୍ୟବାସୀଙ୍କୁ ଭିଡ଼ିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ଜୁନ୍ ମାସ ଅତି ଗୁରୁତ୍ବପୂର୍ଣ୍ଣ । ଆଗାମୀ ୨୫ ଦିନ ସତର୍କ ରୁହ ।
- ପଙ୍ଗପାଳର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରାଜ୍ୟ । ରାଜ୍ୟକୁ 3ଟି ଜୋନରେ ବିଭକ୍ତ । ସପ୍ଲାୟରଙ୍କୁ ପେଷ୍ଟିସାଇଡ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ।
- ଗୁରୁବାର ରାଜ୍ୟରେ ସୁସ୍ଥ ହୋଇଛନ୍ତି 65 କୋରୋନା ଆକ୍ରାନ୍ତ । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ 1481 ସୁସ୍ଥ ହୋଇଛନ୍ତି ।
- କୋଭିଡ ହସ୍ପିଟାଲରେ ପ୍ରଥମ ପ୍ରସବ ସଫଳ। ସୁସ୍ଥ ଶିଶୁକୁ ଜନ୍ମ ଦେଲେ କୋରୋନା ଆକ୍ରାନ୍ତ ମା' । ଉଭୟ ମା ଓ ଶିଶୁ ସୁରକ୍ଷିତ ।
- ଜାମ୍ମୁକାଶ୍ମୀର ରାଜଔରୀଠାରେ ଏନକାଉଣ୍ଟର । ଜଣେ ଆତଙ୍କବାଦୀ ସଫା । ଘଟଣା ସ୍ଥଳରୁ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ ।