ETV Bharat / city

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ETV BHARAT NEWS

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jun 14, 2020, 9:01 AM IST

1.ପେନସନ ଟଙ୍କା ପାଇଁ 120 ବର୍ଷିୟା ମା'କୁ ଖଟିଆରେ ଟାଣି ବ୍ୟାଙ୍କ ନେଲା ଝିଅ

ଜନଧନ ଯୋଜନାରେ ଜଣେ ଶତାୟୁ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା ଟଙ୍କା । ହେଲେ ସଂପର୍କୀୟଙ୍କୁ ଟଙ୍କା ଦେଲେନି ବ୍ୟାଙ୍କ ମ୍ୟାନେଜର । ସେଥିପାଇଁ ବୃଦ୍ଧାଙ୍କ ଝିଅ ମାକୁ ଖଟିଆରେ ଟାଣିଟାଣି ନେଇ ଟଙ୍କା ଆଣିଥିବା ଦେଖିବାକୁ ମିଳିଛି ।

2.ଆଜି ବିଶ୍ବ ରକ୍ତଦାତା ଦିବସ

ଆଜି ‘ବିଶ୍ବ ରକ୍ତଦାତା ଦିବସ’ । ପ୍ରତିବର୍ଷ ଜୁନ୍ 14 ତାରିଖକୁ ବିଶ୍ବର ବିଭିନ୍ନ ଦେଶରେ ‘ବିଶ୍ବ ରକ୍ତଦାତା ଦିବସ’ (ଡବ୍ଲୁବିଡିଡି) ପାଳନ କରାଯାଏ । 2004 ମସିହାରୁ ଏହା ପାଳିତ ହୋଇ ଆସୁଛି ।

3.ରାଜ୍ୟରେ 2 ହଜାର କୋଟି ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ, ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ଏଲଏନ ମିତ୍ତଲ

ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଆର୍ସେଲର ମିତ୍ତଲ ଗ୍ରୁପ ମୁଖ୍ୟ ଏଲଏନ ମିତ୍ତଲ । ତେବେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ କୋଟି ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ ।

4.ଶ୍ରୀକ୍ଷେତ୍ରରେ ଜମିବନି ଭକ୍ତଙ୍କ ଭିଡ଼, ବିନା ଭକ୍ତରେ ହେବ ରଥଯାତ୍ରା !

ଏଥର ଶ୍ରୀକ୍ଷେତ୍ରରେ ଜମିବନି ଭକ୍ତଙ୍କ ଭିଡ଼ । ଗୁଣ୍ଡିଚା ମନ୍ଦିରକୁ ରଥ ଟାଣି ଟାଣି ନେବେ ନାହିଁ ଭକ୍ତ । କୋରୋନା କଟକଣା ଯୋଗୁଁ ବିନା ଭକ୍ତଙ୍କ ଭିଡରେ ରଥଯାତ୍ରା ପାଇଁ ନିଷ୍ପତ୍ତି ହୋଇଛି ।

5.ନୀଳାଚଳେ ଜଗନ୍ନାଥ: ବିଶେଷତ୍ବ ରଥ ନିର୍ମାଣର...

ଜୁନ 23 ରେ ବିଶ୍ବନିୟନ୍ତାଙ୍କ ପବିତ୍ର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ଯାତ୍ରାରେ ରଥ ବେଶ ଗୁରୁତ୍ବ ବହନ କରୁଥିବାରୁ ଦୃତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ।

6.ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3723, ସୁସ୍ଥ ହେଲେଣି 2594

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3723ରେ ପହଞ୍ଚିଛି । ଅନ୍ୟପକ୍ଷରେ 1116ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ 2594 ଜଣ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

7.ବିଜେଡି-ବିଜେପି ଗୁପ୍ତ ଡିଲ, ବିରୋଧାଭାସ ପାଲଟିଛି ବନ୍ଧୁତା !

ଉପରେ କଳି, ଭିତରେ ଚାଲିଛି କୋଳାକୋଳି । ଆଉ ଶୁଣିବାକୁ ମିଳୁନାହିଁ ଶାସକ ବିଡେଜ଼ିର ଶାଣିତ ସ୍ବର। ପେଟ୍ରୋଲ, ଡିଜେଲ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଦାମ ବୃଦ୍ଧି ପାଇଁ ଆଉ ରାଜରାସ୍ତାକୁ ବି ଓହ୍ଲାଉ ନାହିଁ ବିଜେଡ଼ି ।

8.ଦେଶରେ 3 ଲକ୍ଷ ଟପିଲା କୋରୋନା ପଜିଟିଭ ସଂଖ୍ୟା, ମୃତ୍ୟୁ ସଂଖ୍ୟା 8884

ଦେଶରେ କୋରୋନା ପଜିଟିଭ ସଂଖ୍ୟା 3ଲକ୍ଷ ଟପିଛି । ଏହା ସହ ଦେଶର ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 3ଲକ୍ଷ 8ହଜାର 9ଶହ 93ରେ ପହଞ୍ଚିଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

9.ଶ୍ରମ ମନ୍ତ୍ରଣାଳୟର 24 କୋରୋନା ସଂକ୍ରମିତ, ସିଲ୍ ହେଲା ସମ୍ପୁର୍ଣ୍ଣ କୋଠା

ଶ୍ରମ ମନ୍ତ୍ରଣାଳୟର ମୋଟ 24 ଜଣ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କୋରୋନା ରିପୋର୍ଟ ଆସିବା ପରେ ଏହି କୋଠାକୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି ।

10.ଆମେରିକା ମିଲିଟାରୀ ଏକାଡେମୀର ପ୍ରଥମ ଶିଖ ଗ୍ରାଜୁଏଟ୍ ଅନମୋଲ

ଆମେରିକା ମିଲିଟାରୀ ଏକାଡେମୀରେ ଭାରତୀୟ ଶିଖ ମହିଳା ଅନମୋଲ୍ ନାରଙ୍ଗ ଇତିହାସ ରଚିଛନ୍ତି । ପ୍ରଥମ ଶିଖ ଭାବେ ସେ ଏହି ଏକାଡେମୀରୁ ଗ୍ରାଜୁଏଟ୍ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.