ETV Bharat / city

ଦିନକରେ ୨୯୬ କରୋନା ପଜିଟିଭ ଚିହ୍ନଟ, ୫୮ ଶିଶୁ ଆକ୍ରାନ୍ତ

author img

By

Published : Nov 9, 2021, 10:12 AM IST

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୬ କୋରୋନା ପଜିଟିଭ ଚିହ୍ନଟ । ୫୮ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

ଦିନକରେ ୨୯୬ କରୋନା ପଜିଟିଭ ଚିହ୍ନଟ, ୫୮ ଶିଶୁ ଆକ୍ରାନ୍ତ
ଦିନକରେ ୨୯୬ କରୋନା ପଜିଟିଭ ଚିହ୍ନଟ, ୫୮ ଶିଶୁ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୮ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୭୪ ଜଣ ଥିବାବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୫୨ ଜଣ ଥିବାବେଳେ ବାଲେଶ୍ବରରୁ ୪, ଭଦ୍ରକରୁ୪, ବଲାଙ୍ଗୀରରୁ ୨, କଟକରୁ ୨୩, ଦେବଗଡରୁ ୫, ଢେଙ୍କାନାଳରୁ ୧, ଗଜପତିରୁ ୧୦, ଜଗତସିଂହପୁରରୁ ୩, ଯାଜପୁରରୁ ୧୪, ଝାରସୁଗୁଡାରୁ ୧, କେନ୍ଦ୍ରାପଡ଼ାରୁ ୧,କୋରାପୁଟରୁ ୧, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୧, ନୟାଗଡରୁ ୧, ପୁରୀରୁ ୧, ରାୟଗଡାରୁ୧, ସମ୍ବଲପୁରରୁ ୪, , ସୁନ୍ଦରଗଡ଼ରୁ ୨୩ ଏବଂ ଷ୍ଟେଟ ପୁଲ୍‌ରୁ ୩୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୧ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.