ETV Bharat / city

ଦିନକରେ ୩୭୪ କୋରୋନା ପଜିଟିଭ ଚିହ୍ନଟ, ୬୫ ଶିଶୁ ଆକ୍ରାନ୍ତ - କୋରୋନା ସଂକ୍ରମଣ

ଗତ ୨୪ ଘଣ୍ଟାରେ ପୁଣି ଚିହ୍ନଟ ହେଲେ ୩୭୪ କୋରୋନା ଆକ୍ରାନ୍ତ । ସେଥି ମଧ୍ୟରୁ ୬୫ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

ଦିନକରେ ୩୭୪ କୋରୋନା ପଜିଟିଭ ଚିହ୍ନଟ, ୬୫ ଶିଶୁ ଆକ୍ରାନ୍ତ

author img

By

Published : Oct 30, 2021, 10:35 AM IST

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ଚିହ୍ନଟ ହେଲେ ୩୭୪ କୋରୋନା ଆକ୍ରାନ୍ତ । ସେଥି ମଧ୍ୟରୁ ୬୫ ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୮ ଜଣ କ୍ବାରେଣ୍ଟାଇନ ଓ ୧୫୬ ଜଣ ସ୍ଥାନୀୟ ସଂକ୍ରମଣ ରହିଛି ।

ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୨ ଜଣ ଥିବାବେଳେ ଅନୁଗୋଳରୁ ୬, ବାଲେଶ୍ବରରୁ ୧୪, ବରଗଡରୁ ୪, ଭଦ୍ରକରୁ ୬, ବଲାଙ୍ଗୀରରୁ ୧, କଟକରୁ ୧୭ ଦେବଗଡରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୨, ଗଞ୍ଜାମରୁ ୫, ଜଗତସିଂହପୁରରୁ ୧୧, ଯାଜପୁରରୁ ୧୩, ଝାରସୁଗୁଡା ୧, କେନ୍ଦ୍ରାପଡ଼ାରୁ ୩, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ମୟୂରଭଞ୍ଜରୁ ୨୨, ନୟାଗଡରୁ ୪, ନୂଆପଡାରୁ ୧, ପୁରୀ ୭, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡରୁ ୯ ଏବଂ ଷ୍ଟେଟ ପୁଲ୍‌ରୁ ୪୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୯୬୯ରେ ପହଞ୍ଚିଛି । ବର୍ତ୍ତମାନ ୪ ଜଣ ୩୮୦ ଜଣ ରାଜ୍ୟର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.