ETV Bharat / city

STATE CORONA: ଦିନକରେ ୫୨୯ ପଜିଟିଭ ଚିହ୍ନଟ, ୬୨ ଶିଶୁ ଆକ୍ରାନ୍ତ - କୋରୋନା

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୨୯ କୋରୋନା ପଜିଟିଭ ଚିହ୍ନଟ । ୬୨ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୫୨୯ ପଜିଟିଭ ଚିହ୍ନଟ, ୬୨ ଶିଶୁ ଆକ୍ରାନ୍ତ

author img

By

Published : Oct 12, 2021, 9:57 AM IST

ଭୁବନେଶ୍ବର: ହ୍ରାସ ପରେ ପୁଣି ବୃଦ୍ଧି ପାଇଲା କୋରୋନା ସଂକ୍ରମଣ । ଦିନକ ତଳେ ଦୈନିକ ସଂକ୍ରମଣ କମିଥିବା ବେଳେ ଆଜି ପୁଣି ୫୦୦ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୨୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୬୨ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୩୦୮ ଓ ୨୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୭୪ ଜଣ ଥିବାବେଳେ ଅନୁଗୋଳରୁ ୩, ବାଲେଶ୍ବରରୁ ୨୦, ବରଗଡରୁ ୧, ଭଦ୍ରକରୁ୩, ବଲାଙ୍ଗୀରରୁ ୧, କଟକରୁ ୩୭, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୩, ଗଞ୍ଜାମରୁ ୬, ଜଗତସିଂହପୁରରୁ ୮, ଯାଜପୁରରୁ ୧୫, ଝାରସୁଗୁଡା ୨, କେନ୍ଦ୍ରାପଡ଼ାରୁ ୧୧, କୋରାପୁଟରୁ ୨, ମୟୂରଭଞ୍ଜରୁ ୨୩, ନୟାଗଡରୁ ୭, ପୁରୀ ୧୩, ରାୟଗଡାରୁ ୧, ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୧୦ ଏବଂ ଷ୍ଟେଟ ପୁଲ୍‌ରୁ ୬୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.