ETV Bharat / city

ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ରାମ ମନ୍ଦିର - devotee celebrating janmastami

ଜନ୍ମାଷ୍ଟମୀ ପାଇଁ ରାଜଧାନୀ ଭୁବନେଶ୍ବରରେ ବି ଚଳଚଞ୍ଚଳ ହୋଇ ଉଠିଛି । ରାମ ମନ୍ଦିର ସମେତ ଅନେକ ମନ୍ଦିର ମାନଙ୍କରେ ବ୍ୟାପକ ବ୍ୟବସ୍ଥା ସହ ପୂଜାଅର୍ଚ୍ଚନା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 23, 2019, 11:43 AM IST

ଭୁବନେଶ୍ବର: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଧରାପୃଷ୍ଠରେ ବାଲ ଗୋପାଲଙ୍କୁ ସ୍ବାଗତ କରିବାକୁ ସାରା ଦେଶରେ ଉତ୍ସବର ମାହୋଲ । ଜନ୍ମାଷ୍ଟମୀ ପାଇଁ ରାଜଧାନୀ ଭୁବନେଶ୍ବରରେ ବି ଚଳଚଞ୍ଚଳ ହୋଇ ଉଠିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର
ରାମ ମନ୍ଦିର ସମେତ ଅନେକ ମନ୍ଦିର ମାନଙ୍କରେ ବ୍ୟାପକ ବ୍ୟବସ୍ଥା ସହ ପୂଜାଅର୍ଚ୍ଚନା ଦେଖିବାକୁ ମିଳିଛି ।

ଏଥିପାଇଁ ଭୁବନେଶ୍ବରସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ବେଶ ଭିଡ଼ ଲାଗିଛି । ପୌରାଣିକ କଥାବସ୍ତୁ ଅନୁସାରେ, ଦ୍ବାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ସକାଳର ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଥିବା ବେଳେ ଦିନ ଗୋଟିଏରୁ ଦିନ 3 ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଅନ୍ୟପଟେ ଆଜି ମଧ୍ୟରାତ୍ରୀରେ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ହେବ ବୋଲି ପୂଜକ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜଧାନୀରେ ଜନ୍ମାଷ୍ଟମୀ ଉତ୍ସବ,ରାତି 12 ରେ ଜନ୍ମ ହେବେ କଁହେୟା ଲାଲ

Body:ରାଜଧାନୀରେ ଜନ୍ମାଷ୍ଟମୀ ଉତ୍ସବ,ରାତି 12. ରେ ଜନ୍ମ ହେବେ କଁହେୟା ଲାଲ
ଆଜି ପବିତ୍ର ଜନ୍ମାଷ୍ଟମୀ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିନ। ପ୍ରତି ବର୍ଷ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେ ପାଳନ ହୁଏ ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିନ ଦିବସ। ଅନ୍ୟ ପଟେ ରାଜଧାନୀ ଭୁବନେଶ୍ବର ରେ ବି ଏଥି ପାଇଁ ବେଶ ଚଳଚଂଚଳ ଦେଖିବା କୁ ମିଳୁଛି। ମଂଦିର ମାନଙ୍କରେ ବ୍ୟାପକ ବ୍ୟବସ୍ଥା ସହ ପୂଜା ଅର୍ଚ୍ଚନା ଦେଖିବା କୁ ମିଳିଛି। ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ରେ ଭକ୍ତ ଙ୍କ ବେଶ ଭିଡ଼ ଦେଖିବା ସହ ଠାକୁର ଙ୍କୁ ଦୀପ ଓ ଧୂପ ଦେଇ ଭକ୍ତ ନିଜର ମାନବାଞ୍ଚା ପୁରାଣ ପାଇଁ ପୂଜା ଅର୍ଚନା କରୁଛନ୍ତି। ସକାଳ ର ମଙ୍ଗଳ ଆଳତି ପରେ ଭକ୍ତ ଙ୍କ ପାଇଁ ମନ୍ଦିର ଖୋଲା ଥିବା ବେଳେ ଦିନ ଗୋଟିଏ ରୁ ଦିନ 3 ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଅନ୍ୟ ପଟେ ଆଜି ରାତି 12 ଟା ରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମ ହେବ ବୋଲି ପୂଜକ କହିଛନ୍ତି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.