ETV Bharat / city

ରାଜ୍ୟରେ କୋରୋନାରେ ଆରୋଗ୍ୟ 3704, ସର୍ବାଧିକ ଖୋର୍ଦ୍ଧାରେ ସୁସ୍ଥ

ଗୋଟିଏ ଦିନରେ ରାଜ୍ୟରେ 3704 ଜଣ ଆରୋଗ୍ୟ ହୋଇଛନ୍ତି। ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ସୁସ୍ଥ ପାର ହୋଇଥିବା ବେଳେ ଆଜି 30 ଟି ଜିଲ୍ଲରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନାରେ ଆରୋଗ୍ୟ 3704, ସର୍ବାଧିକ ଖୋର୍ଦ୍ଧାରେ ସୁସ୍ଥ
ରାଜ୍ୟରେ କୋରୋନାରେ ଆରୋଗ୍ୟ 3704, ସର୍ବାଧିକ ଖୋର୍ଦ୍ଧାରେ ସୁସ୍ଥ
author img

By

Published : Sep 21, 2020, 10:48 PM IST

ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 3704 ଜଣ ଆରୋଗ୍ୟ ହୋଇଛନ୍ତି। ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ସୁସ୍ଥ ପାର ହୋଇଥିବା ବେଳେ ଆଜି 30 ଟି ଜିଲ୍ଲରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ତେବେ ଖୋର୍ଦ୍ଧା ରେ ସର୍ବାଧିକ 796 ଜଣ ଆରୋଗ୍ୟ ହୋଇଥିବା ବେଳେ କଟକ ରେ 320, ପୁରୀରେ 256, ଝରସୁଗୁଡ଼ା ରେ 151, କେନ୍ଦ୍ରାପଡା ରେ 147, ବଲାଂଗିରି ରେ 136, ସୁନ୍ଦରଗଡରେ 136 ସୁସ୍ଥ ହୋଇଛନ୍ତି ।

ସେହିପରି ବରଗଡରେ 132, ମୟୁରଭଞ୍ଜ ରେ 120 ନବରଙ୍ଗପୁର ରେ 120, ଯାଜପୁର ରେ 113, ସମ୍ବଲପୁର ରେ 111, କୋରାପୁଟ ରେ 99, ରାୟଗଡା ରେ 98, ଜଗତସିଂହପୁର ରେ 90, କନ୍ଧମାଳ ରେ 85, ଭଦ୍ରକ ରେ 76, ବାଲେଶ୍ୱରରେ 73, କେନ୍ଦୁଝରରେ 72, ସୋନପୁର ରେ 65, ଗଂଜାମ ରେ 55, ବୋୖଦ୍ଧ ରେ 1, ଢେଙ୍କାନାଳ ରେ 39, ନୟାଗଡ ରେ 36, କଳାହାଣ୍ଡି ରେବ34, ମାଲକାନଗିରି ରେ 27, ଦେଓଗଡ ରେ 23, ଅନୁଗୁଳ ରେ 22, ଗଜପତି ରେ 22, ନୂଆପଡା ରେ 11 ଓ ଷ୍ଟେଟ ପୋଲ 188 ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଈରୋଗ୍ୟ ସଂଖା 149379।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.