ETV Bharat / city

ରାଜ୍ୟରେ ଆଜି 3,342 କୋରୋନା ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ

ଆଜି ସୁସ୍ଥ ହେଲେ 3,342 ଜଣ କୋରୋନା ଆକ୍ରାନ୍ତ । ଏହାକୁ ମିଶାଇ ଆଜିସୁଦ୍ଧା 2 ଲକ୍ଷ 27 ହଜାର 615 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

covid positive patients have recovered in state
ରାଜ୍ୟରେ ଆଜି 3,342 କୋରୋନା ସୁସ୍ଥ
author img

By

Published : Oct 11, 2020, 7:56 PM IST

ଭୁବନେଶ୍ବର: ରାଜ୍ୟରେ ଆଜି(ରବିବାର) ସୁସ୍ଥ ହେଲେ 3,342 ଜଣ କୋରୋନା ଆକ୍ରାନ୍ତ । ଏହାସହ ସୁସ୍ଥଙ୍କ ସଂଖ୍ୟାରେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ତେବେ ଏହାକୁ ମିଶାଇ ଆଜି ସୁଦ୍ଧା 2 ଲକ୍ଷ 27 ହଜାର 615 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ଆଜି 30ଟି ଜିଲ୍ଲାରେ 3,342 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 511 ଜଣ ଆରୋଗ୍ୟ ହୋଇଛନ୍ତି । କଟକରେ 366, ପୁରୀରେ 103, ମୟୂରଭଞ୍ଜରେ 362, ଅନୁଗୁଳରେ 288, ଯାଜପୁରରେ 155, କେନ୍ଦ୍ରାପଡାରେ 131, ବରଗଡରେ 104, ସମ୍ବଲପୁରରେ 93, କେନ୍ଦୁଝରରେ 89, ଭଦ୍ରକରେ 84,ବଲାଙ୍ଗିରରେ 82, ଜଗତସିଂହପୁରରେ 76 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ 72, ବୌଦ୍ଧରୁ 64, ସୋନପୁରରେ 53, ଝାରସୁଗୁଡ଼ାରେ 52, ନୟାଗଡରେ 48, କଳାହାଣ୍ଡିରେ 47, କନ୍ଧମାଳରେ 46, ଗଞ୍ଜାମରେ 42, ନୂଆପଡାରେ 42, ଢେଙ୍କାନାଳରେ 40, କୋରାପୁଟରେ 39, ମାଲକାନଗିରିରେ 35, ବାଲେଶ୍ବରରେ 34, ଦେଓଗଡରେ 22, ରାୟଗଡାରେ 14, ନବରଙ୍ଗପୁରରେ 13, ଗଜପତିରେ 10, ଷ୍ଟେଟ ପୋଲ 225 ଆରୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.