ETV Bharat / city

ରାଜ୍ୟରେ 1,311 କୋରୋନା ଆକ୍ରାନ୍ତ ସୁସ୍ଥ

author img

By

Published : Nov 8, 2020, 9:15 PM IST

ଆଜି 30ଟି ଜିଲ୍ଲାରୁ 1,311 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,88,168 ରେ ପହଞ୍ଚିଛି ।

ରାଜ୍ୟରେ 1,311 କୋରୋନାର ସୁସ୍ଥ
ରାଜ୍ୟରେ 1,311 କୋରୋନାର ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି(ରବିବାର) କୋରୋନାରୁ ଆରୋଗ୍ୟ ହେଲେ 1,311 ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,88,168ରେ ପହଞ୍ଚିଛି ।

ଆଜି 30ଟି ଜିଲ୍ଲାରୁ 1,311 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ 158, କଟକରେ 94, ମୟୂରଭଞ୍ଜରେ 86, ନୂଆପଡାରେ 67, ଜଗତସିଂହପୁରରେ 64, ଯାଜପୁରରେ 62, ପୁରୀରେ 59, କେନ୍ଦ୍ରାପଡାରେ 57, ବାଲେଶ୍ବରରେ 55, କେନ୍ଦୁଝରରେ 54, ବଲାଙ୍ଗିରରେ 52, ଅନୁଗୁଳରେ 46 ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ନବରଙ୍ଗପୁରରେ 43, ଢେଙ୍କାନାଳ ଓ ନୟାଗଡରେ 38, କଳାହାଣ୍ଡିରେ 37, ସୁନ୍ଦରଗଡରେ 35, କୋରାପୁଟରେ 33, ବରଗଡରେ 32, ଗଞ୍ଜାମ ଓ ମାଲକାନଗିରିରେ 26, ଭଦ୍ରକରେ 22, ସମ୍ବଲପୁରରେ 21, ଝାରସୁଗୁଡ଼ାରେ 20, ସୋନପୁରରେ 17, କନ୍ଧମାଳରେ 16, ଦେଓଗଡରେ 11, ରାୟଗଡାରେ 10, ଗଜପତିରେ 2 ଓ ଷ୍ଟେଟ ପୋଲରେ 30 ଜଣ ଆରୋଗ୍ୟଲାଭ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.