ETV Bharat / city

ରାଜ୍ୟରେ ପୁଣି ଉପରମୁହାଁ କୋରୋନା; ଆଜି 471 ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Apr 4, 2021, 11:57 AM IST

ଆଜି ପୁଣି ରାଜ୍ୟରେ 4 ଶହ ପାର ସଂକ୍ରମିତ ଚିହ୍ନଟ । ଗଲା ଦୁଇ ଦିନ ହେଲାଣି 4 ଶହ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଧିକ ପଢନ୍ତୁ...

ଆଜି 471 ନୂଆ ସଂକ୍ରମିତ ଚିହ୍ନଟ
ଆଜି 471 ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ପୁଣି ରାଜ୍ୟରେ ଉପରମୁହାଁ କୋରୋନା ସଂକ୍ରମଣ । ଦୁଇଦିନ ଧରି 4 ଶହ ଉପରେ ରହୁଛି ସଂକ୍ରମିତ ମାମଲା । ଆଜି ମଧ୍ୟ 471 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ 278 ଜଣ କ୍ବାରେଣ୍ଟାଇନରୁ ହୋଇଥିବାବେଳେ 193 ଜଣ ସ୍ଥାନୀୟ ଅଞ୍ଚଳରୁ ବାହାରିଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 85 ଜଣ ଚିହ୍ନଟ ।

ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଆଜି ଖୋର୍ଦ୍ଧାରୁ 40, କଳାହାଣ୍ଡିରୁ 50, ଝାରସୁଗୁଡାରୁ 23, ବଲାଙ୍ଗୀର 36, ସମ୍ବଲପୁରରୁ 27, ନୂଆପଡାରୁ 42, କଟକରୁ 22 ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଅନୁଗୋଳରୁ 10, ବାଲେଶ୍ବରରୁ 15, ଗଞ୍ଜାମ 12, ଯାଜପୁରରୁ 11, ମୟୂରଭଞ୍ଜ 16, ନବରଙ୍ଗପୁରରୁ 17, ପୁରୀ 14, ଟି ନୂତନ ମାମଲା ଆସିଛି ।

ଅନ୍ୟପଟେ, ଢେଙ୍କାନାଳ ଜଗତସିଂହପୁରରୁ ଓ କେନ୍ଦୁଝରରୁ ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତ ହୋଇଛନ୍ତି । ଗଜପତି 2, ଭଦ୍ରକ 6, ବରଗଡ 5, କନ୍ଧମାଳ 3, କେନ୍ଦ୍ରାପଡା 2, କୋରାପୁଟ 7, ସୋନପୁର 2, ରାୟଗଡା 8, ନୟାଗଡ 4, ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଷ୍ଟେଟ ପୁଲ ରହିଛି 9 ।

ରାଜ୍ୟରେ ନୂତନ ସଂକ୍ରମିତ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 42 ହଜାର 695କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା 305ରେ ପହଞ୍ଚିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.