ETV Bharat / city

STATE CORONA DEATH; ଦିନକରେ 42 ମୁଣ୍ତ ନେଲା ମହାମାରୀ - ରାଜ୍ୟର କୋରୋନା ମୃତ୍ୟୁ ହାର

ରାଜ୍ୟରେ ସଂକ୍ରମଣ କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଦିନକରେ 42 ମୁଣ୍ତ ନେଲା ମହାମାରୀ । ଅଧିକ ପଢନ୍ତୁ...

today 42 corona death in odisha
STATE CORONA DEATH; ଦିନକରେ 42 ମୁଣ୍ତ ନେଲା ମହାମାରୀ
author img

By

Published : Jun 19, 2021, 10:37 AM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଆଜି ରାଜ୍ୟରେ ପୁଣି 42 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ମୃତକଙ୍କ ମଧ୍ୟରେ ଅନୁଗୁଳରୁ 30 ବର୍ଷିୟ ପୁରୁଷ, 48 ବର୍ଷିୟ ମହିଳା ରହିଛନ୍ତି । ବରଗଡରୁ 66 ,42 ବର୍ଷିୟ ପୁରୁଷ,48 ବର୍ଷିୟ ମହିଳା ରହିଥିବା ବେଳେ ଭୁବନେଶ୍ବରରୁ 58,51,66, 65 ବର୍ଷିୟ ପୁରୁଷ, କଟକରୁ 64 ବର୍ଷିୟ ମହିଳା ,57,42,81 ବର୍ଷୟଙ୍କ ପୁରୁଷ ଆଖି ବୁଜିଛନ୍ତି ।

ସେହିପରି ଝାରସୁଗୁଡାରୁ 45, 30,38,51 ପୁରୁଷ ଓ କଳାହାଣ୍ତିର 25 ବର୍ଷିୟ ମହିଳା କୋରୋନାରେ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡାରୁ 90,38,50 ବର୍ଷିୟ ପୁରୁଷ, ଖୋର୍ଦ୍ଧାରୁ 56,47 ବର୍ଷିୟ ପୁରୁଷ, କୋରୋପୁଟରୁ 48ବର୍ଷିୟ ମହିଳା ,73,41 ବର୍ଷିୟ ପୁରୁଷ , ମାଲକାନଗିରିରୁ 80 ବର୍ଷିୟ ମହିଳା, 50 ବର୍ଷିୟ ପୁରୁଷ, ମୟୂରଭଞ୍ଜରୁ 35 ବର୍ଷିୟ ମହିଳା, 76 ବର୍ଷିୟ ପୁରୁଷ, ନୂଆପଡାରୁ 45, 57 ବର୍ଷିୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି ।

ପୁରୀରୁ 80 ,66, 62 ବର୍ଷିୟ ମହିଳା, 80 ବର୍ଷିୟ ପୁରୁଷ,ରାୟଗଡାରୁ 26 ବର୍ଷିୟ ମହିଳା, ସୋନପୁରରୁ 46 ବର୍ଷିୟ ପୁରୁଷ ,ସୁନ୍ଦରଗଡରୁ 44,46 ବର୍ଷିୟ ପୁରୁଷ ,60, 54 ବର୍ଷିୟ ମହିଳାଙ୍କ ଜୀବନ ନେଇଛି ମହାମାରୀ । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି। ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.