ETV Bharat / city

ଆଜି ରାଜ୍ୟରେ 301 କୋରୋନା ଆକ୍ରାନ୍ତ ସୁସ୍ଥ, ସୁନ୍ଦରଗଡରେ ସର୍ବାଧିକ - ରାଜ୍ୟରେ ସୁସ୍ଥ ହେଲେ 301 ଆକ୍ରାନ୍ତ

ଶୁକ୍ରବାର ରାଜ୍ୟରେ 301 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସର୍ବାଧିକ ସୁନ୍ଦରଗଡ଼ରୁ ଆରୋଗ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ...

Today 301 more patients recovered from covid-19 in Odisha
ଆଜି ରାଜ୍ୟରେ ସୁସ୍ଥ ହେଲେ 301 କୋରୋନା ଆକ୍ରାନ୍ତ
author img

By

Published : Jan 1, 2021, 7:56 PM IST

ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର କୋରୋନାରେ 301 ଜଣ ଆରୋଗ୍ୟ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ରୁ ଆରୋଗ୍ୟ ହୋଇଥିବା ବେଳେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷ 25 ହଜାର 733ରେ ପହଞ୍ଚିଛି ।

ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇ 3 ଲକ୍ଷରୁ ଉର୍ଦ୍ଧ୍ବ ଘରକୁ ଫେରିଛନ୍ତି । ତେବେ ଶୁକ୍ରବାର 30ଟି ଜିଲ୍ଲରେ 301 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ସୁନ୍ଦରଗଡରେ 58 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରେ 41, ନୂଆପଡାରେ 27, ଖୋର୍ଦ୍ଧାରେ 20, ସମ୍ବଲପୁରରେ 19, ମୟୂରଭଞ୍ଜରେ 18, କଟକରେ 15, ପୁରୀରେ 15, ବଲାଙ୍ଗୀରରେ 14, କେନ୍ଦ୍ରାପଡାରେ 13, ବାଲେଶ୍ବରରେ 11, ଯାଜପୁରରେ 9, ବରଗଡରେ 7, କେନ୍ଦୁଝରରେ 5, ଗଂଜାମରେ 4, ଜଗତସିଂହପୁରରେ 3, ଝାରସୁଗୁଡ଼ାରେ 3 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡି ଓ ନୟାଗଡରେ 2 ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଦେଓଗଡ଼, ଗଜପତି କୋରାପୁଟ, ନବରଙ୍ଗପୁର ଓ ରାୟଗଡାରେ ଜଣେ ଓ ଷ୍ଟେଟ ପୋଲରେ 10 ଜଣ ଆରୋଗ୍ୟ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷ 25 ହଜାର 733ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.