ETV Bharat / city

ଆଜି କୋରୋନା ନେଲା 3 ଜୀବନ - ଓଡ଼ିଶାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା

ରବିବାର ରାଜ୍ୟରେ କୋରୋନାରେ 3 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Today 3 more people deceased in covid-19 from Odisha
ଆଜି ରାଜ୍ୟରେ କୋରୋନାରେ ଗଲା 3 ଜୀବନ
author img

By

Published : Jan 3, 2021, 12:56 PM IST

Updated : Jan 3, 2021, 1:15 PM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମିବା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ତେବେ ରାଜ୍ୟରେ ରବିବାର 3 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହିତ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1883ରେ ପହଞ୍ଚିଛି ।

ରବିବାର କୋରୋନାରେ ଆକ୍ରାନ୍ତ ହୋଇ ଜୀବନ ଯାଇଥିବା 3 ଜଣଙ୍କ ମଧ୍ୟରୁ ବଲାଙ୍ଗୀରର 40 ବର୍ଷର ପୁରୁଷ, ଗଂଜାମର 57 ବର୍ଷର ପୁରୁଷ ଓ ସୁନ୍ଦରଗଡର 58 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମରେ ମୃତ୍ୟୁବରଣ କରିଥିବା ପୁରୁଷ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡି଼ତ ଥିଲେ । ସେପଟେ ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ମୃତ୍ୟୁବରଣ କରିଥିବା ଉଭୟ ବ୍ୟକ୍ତି ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏହାସହିତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1883ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 3, 2021, 1:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.