ETV Bharat / city

ରାଜ୍ୟରେ 3455 କୋରୋନା ଆକ୍ରାନ୍ତ ସୁସ୍ଥ, ଆଗରେ ଖୋର୍ଦ୍ଧା - corona patients recovery in the state

ଆଜିର(ବୁଧବାର) ଏହି ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୧୩,୬୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ବିଟ କରାଯାଇଛି । ଯେଉଁଥିରେ ସବୁଠୁ ଆଗରେ ଖୋର୍ଦ୍ଧା ଜିଲ୍ଲା ରହିଛି ।

ରାଜ୍ୟରେ  3,455 କୋରୋନା ଆକ୍ରାନ୍ତ ସୁସ୍ଥ, ଆଗରେ ଖୋର୍ଦ୍ଧା
3,455 କୋରୋନା ଆକ୍ରାନ୍ତ ସୁସ୍ଥ
author img

By

Published : Oct 7, 2020, 8:40 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୩,୪୫୫ ଆକ୍ରାନ୍ତ । ଆଜିର(ବୁଧବାର) ଏହି ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୧୩,୬୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ବିଟ କରାଯାଇଛି । ଯେଉଁଥିରେ ସବୁଠୁ ଆଗରେ ଖୋର୍ଦ୍ଧା ଜିଲ୍ଲା ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧ ଜଣ ସୁସ୍ଥ ହୋଇଥିବାବେଳେ କଟକ ୨୯୨, ପୁରୀ ୨୫୪, ଅନୁଗୁଳରୁ ୧୭୫, ଯାଜପୁରରୁ ୧୬୬, ବରଗଡ଼ରୁ ୧୩୩, ମୟୂରଭଞ୍ଜ ୧୨୬ ରହିଛନ୍ତି । ସେହିଭଳି ବାଲେଶ୍ବରୁ ୧୨୦, ସମ୍ବଲପୁରୁ ୧୧୬, ବଲାଙ୍ଗିରରୁ ୧୦୪, କେନ୍ଦୁଝରରୁ ୧୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ରାପଡ଼ା ୯୯, ଜଗତସିଂହପୁର ୮୪, ଝାରସୁଗୁଡ଼ା ୮୪, ନୂଆପଡ଼ା ୭୨, ନବରଙ୍ଗପୁର ୭୧ ,ନୟାଗଡ଼ ୭୦ ଢେଙ୍କାନାଳରୁ ୬୧, କନ୍ଧମାଳ ୬୧, ମାଲକାନଗିରି ୫୮, ସୁବର୍ଣ୍ଣପୁର ୫୬, ଭଦ୍ରକରୁ ୫୬, ସୁନ୍ଦରଗଡ଼ରୁ ୫୪, କଳାହାଣ୍ଡିରୁ ୪୧, ରାୟଗଡ଼ାରୁ ୪୧, କୋରାପୁଟରୁ ୩୫, ଗଞ୍ଜାମରୁ ୩୪, ଗଜପତିରୁ ୩୩, ବୌଦ୍ଧରୁ 31 ଓ ଦେବଗଡ଼ରୁ ୧୩ ସୁସ୍ଥ ହେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.