ETV Bharat / city

ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ 2519 - ସୁସ୍ଥ ହେଲେ 2519

ରାଜ୍ୟରେ ସର୍ବାଧିକ 2519 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ । ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ...

ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ 2519
ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ 2519
author img

By

Published : Aug 24, 2020, 8:53 PM IST

ଭୁବନେଶ୍ବର: ସୋମବାର ରାଜ୍ୟରେ ସର୍ବାଧିକ 2519 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ । ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଫଳରେ ରାଜ୍ୟରେ 56 ହଜାର ଛୁଇଁଛି ସୁସ୍ଥ ସଂଖ୍ୟା ।

29 ଟି ଜିଲ୍ଲାର ସମୁଦାୟ 2519 ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ସଂଖ୍ୟା 56924 ହୋଇଛି। ଖୋର୍ଦ୍ଧାରେ ସୁସ୍ଥ ହେଲେ 428, ବାଲେଶ୍ୱରରେ 276, ଗଂଜାମରେ 237, କଟକରେ 152, ରାୟଗଡାରେ 144, ଭଦ୍ରକରେ 140, ସୁନ୍ଦରଗଡରେ 138, କୋରାପୁଟରେ 98, ପୁରୀରେ 97, ନୟାଗଡରେ 96 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରେ 85, ଢେଙ୍କାନାଳରେ 61, ସମ୍ବଲପୁରରେ 59, ଯାଜପୁରରୁ 58, ମୟୁରଭଞ୍ଜରେ 54, ବରଗଡରେ 53, ଜଗତସିଂହପୁରରେ 53, ମାଲକାନଗିରିରେ 52, ଗଜପତିରୁ 42 , ନବରଙ୍ଗପୁରରେ 31, କଳାହାଣ୍ଡିରେ 23, କେନ୍ଦ୍ରାପଡାରେ 22, ଦେବଗଡରେ 19, କେନ୍ଦୁଝରରେ 19, ଝାରସୁଗୁଡ଼ାରେ 18, ଅନୁଗୁଳ 3 ଓ ବୌଦ୍ଧରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.