ETV Bharat / city

ରାଜ୍ୟରେ କୋରୋନାର ବିସ୍ଫୋରକ ରୂପ, ଦିନକରେ 12523 ଆକ୍ରାନ୍ତ ଚିହ୍ନଟ - କୋରୋନା ପଜିଟିଭ

ରାଜ୍ୟରେ ଦୈନିକ ସଂକ୍ରମଣ ଉପର ମୁହାଁ । 24 ଘଣ୍ଟାରେ ରାଜ୍ୟରେ ପୁଣି ଚିହ୍ନଟ ହେଲେ 12523 କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

କୋରୋନାର ବିସ୍ଫୋରକ ରୂପ, ଦିନକରେ 12ହଜାର 523 କୋରୋନା ପଜିଟିଭ ଚିହ୍ନଟ

author img

By

Published : May 21, 2021, 9:01 AM IST

ଭୁବନେଶ୍ବର: ରାଜ୍ୟରେ ଥମୁନି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଏବେ ଉପର ମୁହାଁ । 24 ଘଣ୍ଟାରେ ରାଜ୍ୟରେ ପୁଣି ଚିହ୍ନଟ ହେଲେ 12ହଜାର 523 କୋରୋନା ଆକ୍ରାନ୍ତ । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 7ହଜାର 12 ପଜିଟିଭ ହୋଇଥିବା ବେଳେ 5ହଜାର 511ଟି ଲୋକାଲ କେସ୍ ରହିଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ 1842 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ1084, ସୁନ୍ଦରଗଡରୁ 715, ଅନୁଗୁଳରୁ 930, ବାଲେଶ୍ବରରୁ 510, ପୁରୀରୁ 568, ମୟୁରଭଞ୍ଜରୁ 546, ବରଗଡରୁ 315, ଭଦ୍ରକରୁ 177, ବଲାଙ୍ଗୀରରୁ296, ବୌଦ୍ଧରୁ 365, ଦେବଗଡରୁ 106, ଢେଙ୍କାନାଳରୁ 132, ଗଜପତିରୁ 53, ଗଞ୍ଜାମରୁ 369, ଜଗତସିଂହପୁରୁ 325, ଯାଜପୁରରୁ 419, କନ୍ଧମାଳରୁ 100, କଳାହାଣ୍ଡିରୁ 491, କେନ୍ଦ୍ରାପଡାରୁ 195, କେନ୍ଦୁଝରରୁ 232, ନବରଙ୍ଗପୁରରୁ 383, ନୟାଗଡରୁ 315, ନୂଆପଡାରୁ 129, ରାୟଗଡାରୁ 321, ସମ୍ବଲପୁରରୁ 400, ସୋନପୁରରୁ 202, ମାଲକାନଗିରିରୁ 73 ଏବଂ ଷ୍ଟେଟପୁଲରୁ 324 କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 6 ଲକ୍ଷ 68 ହଜାର 422ରେ ପହଞ୍ଚିଛି ।

ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.