ETV Bharat / city

Har Ghar Tiranga Campaign: ତ୍ରିରଙ୍ଗା ଶୋଭାଯାତ୍ରା କରି ସଚେତନ କଲେ ଛାତ୍ରଛାତ୍ରୀ

author img

By

Published : Aug 10, 2022, 10:08 AM IST

ଭୁବନେଶ୍ବରରେ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କ ପକ୍ଷରୁ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ହର ଘର ତ୍ରିରଙ୍ଗା ଅଭିଯାନରେ ଲୋକ ମାନଙ୍କୁ ସଚେତନ କରିବା ପାଇଁ ହାତରେ ଜାତୀୟ ପତାକା ଧରି ଶୋଭାଯାତ୍ରା କଲେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

'ହର ଘର ତ୍ରୀରଙ୍ଗା' ନେଇ ଜନସଚେତନତା, ରାଜଧାନୀରେ ଛାତ୍ରଛାତ୍ରୀଙ୍କ ତ୍ରୀରଙ୍ଗା ଶୋଭାଯାତ୍ରା

ଭୁବନେଶ୍ବର: ରାଜଧାନୀରେ ଛାତ୍ରଛାତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରା । ହର ଘର ତ୍ରିରଙ୍ଗା ଅଭିଯାନରେ ଜନ ସଚେତନତା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା କରିଛନ୍ତି ବିର୍ଲା ଗ୍ଲୋବାଲ ୟୁନିଭରସିଟିର ଛାତ୍ରଛାତ୍ରୀ । ଆସନ୍ତା ସ୍ବାଧିନତା ଦିବସ ପର୍ଯ୍ୟନ୍ତ ଓଡିଶାର‌ ବିଭିନ୍ନ ସ୍ଥାନରେ‌ ଲୋକଙ୍କ ପାଖକୁ ଯାଇ ଏପରି ସଚେତନତା କରାଯିବ ବୋଲି ସୂଚନା ଦେଇଛନ୍ତି ବିର୍ଲା ଗ୍ଲୋବାଲ ୟୁନିଭରସିଟିର ଅଧିକାରୀ ସିଦ୍ଧାର୍ଥ ମିଶ୍ର ।

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ପାଳୁଛି ଦେଶ । ଏନେଇ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କୁ ନିଜ ଘରେ ଜାତୀୟ ପତାକା ଉଡ଼ାଇବାକୁ ଅନୁରୋଧ କରିଛନ୍ତି ସରକାର । ତେବେ ଏନେଇ ଲୋକ ମାନଙ୍କୁ ସଚେତନ କରିବା ପାଇଁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କ ପକ୍ଷରୁ ରାଜଧାନୀରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି । କଳିଙ୍ଗ ଷ୍ଟାଡିୟମରୁ ବାହାରି ଛାତ୍ରଛାତ୍ରୀ ମାନେ କମିସନରେଟ ପୋଲିସ ମୁଖ୍ୟାଳୟ ପୋଲିସ ସେବା ଭବନ ଠାରେ ପହଞ୍ଚିଥିଲେ । ସେଠାରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କାର୍ଯକ୍ରମରେ ଭାଗନେବା ସହ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ‌ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.