ETV Bharat / city

ନୂଆବର୍ଷ ପାଇଁ କଡା ଚେକିଂ, ମଦୁଆଙ୍କ ଉପରେ ନଜର - ଭୁବନେଶ୍ବର ଖବର

ନୂଆବର୍ଷ ପାଇଁ କଡା ଆଲର୍ଟ। ଚାଲିଛି କଡା ଚେକିଂ। ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ଅଧିକ ଖବର ପଢନ୍ତୁ...

ନୂଆବର୍ଷ ପାଇଁ କଡା ଚେକିଂ, ମଦୁଆଙ୍କ ଉପରେ ନଜର

author img

By

Published : Dec 31, 2019, 9:02 PM IST

ଭୁବନେଶ୍ବର: ନୂଆବର୍ଷ ପାଇଁ କଡା ଆଲର୍ଟ। ଚାଲିଛି କଡା ଚେକିଂ। ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ଏଥିପାଇଁ ସମସ୍ତ ଛକ ଓ ଟ୍ରାଫିକ ପଏଣ୍ଟରେ ପୋଲିସ ଛାଉଣି ହୋଇଛି । ଏଥିସହ ହୋଟେଲ, ମଲ ଓ ମଦୁଆଙ୍କ ଉପରେ କଡା ନଜର ରଖିଛି ପୋଲିସ।

ନୂଆବର୍ଷ ପାଇଁ କଡା ଚେକିଂ, ମଦୁଆଙ୍କ ଉପରେ ନଜର

ଅପ୍ରିତିକର ପରିସ୍ଥିତି ଏଡାଇବାକୁ ସମସ୍ତ ଥାନାକୁ ସ୍ବତନ୍ତ୍ର ଫୋର୍ସ ଦିଆଯାଇଛି। ବିଶେଷ କରି ରାତି ସମୟରେ ମଦୁଆଙ୍କ ଉତ୍ପାତ ବଢିପାରେ , ଏଥିପାଇଁ କଡା ଆଲର୍ଟ ରହି ନଜର ରଖିବାକୁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ନୁଆ ବର୍ଷ ପାଇଁ କଡା ଆଲର୍ଟ,
କଡା ଚେକିଂ,ମଦୁଆଙ୍କ ଉପରେ ନଜରBody:

ନୁଆ ବର୍ଷ କଡା ସୁରକ୍ଷା।ରାଜଧାନୀରେ କଡା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ।ଏଥିପାଇଁ ସମସ୍ତ ଛକ ଓ ଟ୍ରାଫିକ ପଏଣ୍ଟରେ ପୋଲିସ ଛାଉଣି ହୋଇଛି।ଏଥି ସହ ହୋଟେଲ ଓ ମଲ ଓ ମଦୁଆଙ୍କ ଉପରେ କଡା ନଜର ରହିଛି।ଏନେଇ ସମସ୍ତ ଥାନାକୁ ସ୍ବତନ୍ତ୍ର ଫୋର୍ସ ଦିଆଯାଇଛି।ବିଶେଷ କରି ରାତି ସମୟରେ ମଦୁଆଙ୍କ ଉତ୍ପାତ ବଢିପାରେ ଏଥିପାଇଁ କଡା ଆଲର୍ଟ ରହି ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି।Conclusion:ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.