ଭୁବନେଶ୍ବର : ନନ୍ଦନକାନନରେ ନୂଆବର୍ଷରେ ପୁଣି ଏକ ବାଘୁଣୀ ଆନିନିର ମୃତ୍ୟୁ ଘଟିଛି। ଏହାକୁ ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଆଜି ଅପରାହ୍ନ 3 ଟା ସମୟରେ ମୃତ୍ୟୁ ଘଟିଛି ।
ଆନିନିର ବୟସ 6 ବର୍ଷ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ-ନିର୍ଦେଶକ ବିମଳ ଆଚାର୍ଯ୍ୟ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ