ETV Bharat / city

ତୃତୀୟ ପର୍ଯ୍ୟାୟ ଟୀକାକରଣ, ଆରମ୍ଭ ହେଲା ଡ୍ରାଏ ରନ୍

author img

By

Published : May 1, 2021, 1:43 PM IST

ଭୁବନେଶ୍ବରରେ ୧୮ ରୁ ୪୪ ବର୍ଷ ଟୀକାକରଣ ଅବ୍ୟବହିତ ପୂର୍ବରୁ ଆରମ୍ଭ ହେଲା ଡ୍ରାଏ ରନ। ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ଆଇଆରସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଡ୍ରାଏ ରନ ଆରମ୍ଭ ହୋଇଛି । ଶନିବାର ଟୀକାକରଣ ପାଇଁ ଅନଲାଇନ ସ୍ଲଟ୍ ଅପରାହ୍ନରେ ଖୋଲିବ । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ଟୀକାକରଣ, ଆରମ୍ଭ ହେଲା ଡ୍ରାଏ ରନ୍
ତୃତୀୟ ପର୍ଯ୍ୟାୟ ଟୀକାକରଣ, ଆରମ୍ଭ ହେଲା ଡ୍ରାଏ ରନ୍

ଭୁବନେଶ୍ବର: ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ । ଏଥିପାଇଁ ଆଜି ଭୁବନେଶ୍ବରରେ ଡ୍ରାଏ ରନ୍ ହୋଇଛି । ନୟାପଲ୍ଲୀ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଡ୍ରାଏ ରନ୍ ହୋଇଛି । କୈାଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଏଡ଼ାଇବା ପାଇଁ ଏକ ପ୍ରତିକାତ୍ମକ ଟୀକାକରଣର ସମୀକ୍ଷା କରିଛନ୍ତି ବିଏମସି କମିଶନର । ୫୦ ଜଣରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ପୂର୍ବରୁ ଯେଭଳି ଟୀକାକରଣ ହେଉଥିଲା ସେଭଳି ସୋମବାର ଠାରୁ ଜାରି ରହିବ ଟୀକାକରଣ । ୪୫ ବର୍ଷରୁ ଊର୍ଦ୍ଧ୍ବ ବଳକା ଥିବା ୭୦-୮୦ ହଜାର ଲୋକଙ୍କୁ ଟିକା ଦିଆଯିବ । ଏଥି ସହ ୧୮ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମଧ୍ୟ ଟିକା ଦିଆଯିବ । ପଞ୍ଜିକୃତ ହିତାଧିକାରୀଙ୍କୁ ଆଜି ଅପରାହ୍ନ ପରେ ମିଳିବ ସ୍ଲଟ୍ । ୧୮-୪୪ ବର୍ଷ ହିତାଧିକାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ହସ୍ପିଟାଲରେ ଅଧିକ କାଉଣ୍ଟର କରାଯିବ । କେନ୍ଦ୍ର ଗୁଡ଼ିକରେ ଗହଳି ନକରିବାକୁ ଅନୁରୋଧ କରାଯାଇଛି । କେବଳ ସ୍ଲଟ୍ ମିଳିଥିବା ବ୍ୟକ୍ତିଙ୍କୁ ମିଳିବ ଟିକା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.