ETV Bharat / city

Drama On mamita Murder Case: ମଞ୍ଚସ୍ଥ ହେଲା ମମିତା ହତ୍ୟା ଘଟଣାକୁ ନେଇ ପ୍ରସ୍ତୁତ ନାଟକ ଅନ୍ଧ ଧୃତରାଷ୍ଟ୍ର

author img

By

Published : Dec 14, 2021, 10:22 PM IST

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଞ୍ଚସ୍ଥ ହେଲା ଘଟଣା ଉପରେ ପର୍ଯ୍ୟବେସିତ ନାଟକ ଅନ୍ଧ ଧୃତରାଷ୍ଟ୍ର । ଅଧିକ ପଢନ୍ତୁ

ମଞ୍ଚସ୍ଥ ହେଲା ମମିତା ମେହେର ହତ୍ୟା ଘଟଣାକୁ ନେଇ ପ୍ରସ୍ତୁତ ନାଟକ ଅନ୍ଧ ଧୃତରାଷ୍ଟ୍ର

ଭୁବନେଶ୍ବର: ମମିତା ମେହେର ହତ୍ୟା ଘଟଣାକୁ ଚର୍ଚ୍ଚାରେ ରଖିବା ପାଇଁ ରାଜ୍ୟ ବିଜେପିର ଅଭିନବ ପ୍ରୟାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଞ୍ଚସ୍ଥ ହେଲା ଘଟଣା ଉପରେ ପର୍ଯ୍ୟବେସିତ ନାଟକ 'ଅନ୍ଧ ଧୃତରାଷ୍ଟ୍ର' ।

ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଞ୍ଚସ୍ଥ ହୋଇଛି ପର୍ଯ୍ୟବେସିତ ନାଟକ 'ଅନ୍ଧ ଧୃତରାଷ୍ଟ୍ର' । ନାଟକରେ ଭାଗ ନେଇଥିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ , ରାଜ୍ୟ ବିଜେପି ମହିଳା ମୋର୍ଚ୍ଚ ର ସୂଚନା ଅନୁସାରେ । ମମିତା ମେହେର ହତ୍ୟାକାଣ୍ଡ ଉପରୁ ଲୋକଙ୍କ ନଜର ହଟାଇବା ପାକଁ ରାଜ୍ୟ ସରକାର ଯଥାରୀତି ଉଦ୍ୟମ କରି ଆସୁଛନ୍ତି ।

ଏହି ଘଟଣାକୁ ନେଇ ବିଜେପି ଓ ଅନ୍ୟ ରାଜନୈତିକ ଦଳ ଗୁଡିକ ଭିନ୍ନଭିନ୍ନ ଉପାୟରେ ପ୍ରତିବାଦ କରି ଆସୁଥିଲେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡାଇ ଆସୁଛନ୍ତି ସରକାର। ହେଲେ ଏହି ଘଟଣାକୁ ଶେଷ ପର୍ଯ୍ୟନ୍ତ ଉଜ୍ଜୀବିତ ରଖିବା ପାଇଁ ବିଜେପି ଏଭଳି ନାଟକ ପରିବେଷଣ କରିଛି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.