ETV Bharat / city

ଗାଁ କୁ ଫୋକସ, 55 ରୁ 60 ପ୍ରତିଶତ ଅଛି ସଂକ୍ରମଣ

ରାଜ୍ୟରେ ସହର ଅପେକ୍ଷା ଗାଁରେ ଏବେ ସଂକ୍ରମଣ ବଢୁଥିବାରୁ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗର ରହିଛି ସ୍ବତନ୍ତ୍ର ନଜର । ଅଧିକ ପଢନ୍ତୁ...

ଗାଁ କୁ ଫୋକସ, ଗାଁମାନଙ୍କରେ 55 ରୁ 60 ପ୍ରତିଶତ ସଂକ୍ରମଣ ଅଛି

author img

By

Published : May 17, 2021, 3:31 PM IST

ଭୁବନେଶ୍ବର: ରାଜ୍ୟରେ ସହର ଅପେକ୍ଷା ଗାଁରେ ଏବେ ସଂକ୍ରମଣ ବଢୁଛି । ବର୍ତ୍ତମାନ ସମୟରେ ଗାଁ ଗୁଡିକରେ 55 ରୁ 60 ପ୍ରତିଶତ ସଂକ୍ରମଣ ରହିଛି । ବର୍ତ୍ତମାନ ଆମେ ଭଲ ସ୍ଥିତିରେ ଅଛୁ, ଟ୍ରାନ୍ସମିଶନ ଚେନ ବ୍ରେକ କରିବା ପାଇଁ ଲକଡାଉନ ଜରୁରୀ ଥିଲା, ଲକଡାଉନର ପ୍ରଭାବ 2 ରୁ 8 ସପ୍ତାହ ପରେ ଜଣାପଡିବ । ଏନେଇ ଗାଁ ଗୁଡିକରେ ସିରିଜ ଭାବରେ ଟ୍ରେନିଂ ଚାଲିଛି ।

ଗାଁ କୁ ଫୋକସ, ଗାଁମାନଙ୍କରେ 55 ରୁ 60 ପ୍ରତିଶତ ସଂକ୍ରମଣ ଅଛି

ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଗାଁ ମାନଙ୍କରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ସେମାନଙ୍କୁ ଟ୍ରେନିଂ ଦିଆଯାଇ ସ୍ବତନ୍ତ୍ର ଭାବେ କୋରୋନା ସଂକ୍ରମଣ ଉପରେ ନଜର ରଖିବାକୁ କୁହାଯାଇଛି । ଏନେଇ ସିଡିଏମଓ ଆଉ ଜିଲ୍ଲାପାଳ ରେଗୁଲାର ତଦାରଖ କରୁଛନ୍ତି । ଏବେ ଗାଁ ଗୁଡିକ ଉପରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ନଜର ରହିଛି । କେନ୍ଦ୍ରର ଏସଓପି ଆସିବା ପୂର୍ବରୁ ରାଜ୍ୟ ସରକାର ଆଗରୁ ହିଁ ଗାଁ ମାନଙ୍କରେ ଏହି ନିୟମ କାର୍ଯ୍ୟକାରୀ କରାଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.