ETV Bharat / city

କୋଷ୍ଟାଲ ହାଇୱେ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ

author img

By

Published : Aug 8, 2021, 9:36 PM IST

କୋଷ୍ଟାଲ ହାଇୱେ ପାଇଁ ରାଜ୍ୟ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ବିଜେଡି ଦୋଷ ଲଦୁଛି ବିଜେପି ଉପରେ । ଏହି କୋଷ୍ଟାଲ ହାଇୱେ ଉପରେ ବିଜେଡିର ଯିଏ ମନ୍ତବ୍ୟ ଦେଇଥିଲେ ସେ ଜଣେ ପୂର୍ବତନ ମନ୍ତ୍ରୀ। ମୁଁ ତାଙ୍କର ଅଭିଜ୍ଞତାକୁ ନେଇ ସନ୍ଦେହ ପ୍ରକଟ କରୁଛି ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି। ଅଧିକ ପଢନ୍ତୁ...

କୋଷ୍ଟାଲ ହାଇୱେ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ
କୋଷ୍ଟାଲ ହାଇୱେ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ

ଭୁବନେଶ୍ବର: କୋଷ୍ଟାଲ ହାଇୱେ ପାଇଁ ରାଜ୍ୟ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ବିଜେଡି ଦୋଷ ଲଦୁଛି ବିଜେପି ଉପରେ । ଏହି କୋଷ୍ଟାଲ ହାଇୱେ ଉପରେ ବିଜେଡିର ଯିଏ ମନ୍ତବ୍ୟ ଦେଇଥିଲେ ସେ ଜଣେ ପୂର୍ବତନ ମନ୍ତ୍ରୀ। ମୁଁ ତାଙ୍କର ଅଭିଜ୍ଞତାକୁ ନେଇ ସନ୍ଦେହ ପ୍ରକଟ କରୁଛି ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି।

ସେ କହିଛନ୍ତି, NHAI ଯେତେବେଳେ ପଇସା ଘୋଷଣା କଲା ସେତେବେଳେ NHAI ପାଖରେ ପଇସା ଥିଲା। ଏହା ଓଡ଼ିଶା ସରକାରଙ୍କ ଯୋଜନା ନୁହେଁ ଯେ, ବଜେଟ ପାଖରେ ରଖିବ ତା’ ପରେ କାମ କରିବ। ଏହା ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ସ୍ଵପ୍ନର ଯୋଜନା। ଏହାକୁ କରାଇ ନଦେବା ପାଇଁ ଦୀର୍ଘ ଦିନ ଧରି ନାଟକ କଲେ। ଏହି ଯୋଜନା ଡେରି ହେବାର କାରଣ ଓଡିଶା ସରକାର। କେନ୍ଦ୍ର ସରକାର କାମ କରିବା ପାଇଁ ସବୁବେଳେ ପ୍ରସ୍ତୁତ। କୋଷ୍ଟାଲ ହାଇୱେ ଆଜି ଏପଟେ ଯିବ ସେପଟେ ଯିବ, ଏହା କରି କରି ଡେରି ହୋଇଛି। ରାଜ୍ୟ ସରକାର ତୁରନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିବା ଉଚିତ ବୋଲି ଗୋଲକ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.