ETV Bharat / city

ଜୁଲାଇ 31 ଯାଏଁ ଟୋଲ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର - ଟୋଲ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର

ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି ଛାଡ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର । ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଜୁଲାଇ 31  ଯାଏଁ ଟୋଲ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର

author img

By

Published : May 19, 2021, 5:41 PM IST

ଭୁବନେଶ୍ବର: ଟୋଲ୍ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର । ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି ଛାଡ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର । ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜୁଲାଇ 31  ଯାଏଁ ଟୋଲ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର
ଜୁଲାଇ 31 ଯାଏଁ ଟୋଲ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର

କୋରୋନା ମହାମାରୀର ଦ୍ବିତୀୟ ଲହରରେ ଟୋଲ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟ୍‌ରେ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ।

ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି ଛାଡ କରାଯିବ । ଏନେଇ ଲେବର ଡିପାର୍ଟମେଣ୍ଟ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.