ETV Bharat / city

ଦୟା ୱେଷ୍ଟ କେନାଲ କଡରେ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ରାଜ୍ୟ ସରକାରଙ୍କ ଅନୁମୋଦନ - ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ

ଦୟା ୱେଷ୍ଟ କେନାଲ କଡରେ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ଅନୁମୋଦନ । ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଦୟା ୱେଷ୍ଟ କେନାଲ କଡରେ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ

author img

By

Published : Jul 1, 2021, 6:57 PM IST

ଭୁବନେଶ୍ବର: ଦୟା ୱେଷ୍ଟ କେନାଲ କଡରେ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ଅନୁମୋଦନ । ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରାସ୍ତା ନିର୍ମାଣ କରିବ ପୂର୍ତ୍ତ ବିଭାଗ । ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଦୟା ୱେଷ୍ଟ କେନାଲ କଡରେ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ
ଦୟା ୱେଷ୍ଟ କେନାଲ କଡରେ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ

ଖୋର୍ଦ୍ଧା ଜିଲ୍ଲା ଦୟା ୱେଷ୍ଟ କେନାଲର ଦକ୍ଷିଣ ପାର୍ଶ୍ଵ ବନ୍ଧ କଡରେ ଏକ ୨ ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତା ନିର୍ମାଣକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି ।

୨୦୨୧-୨୨ ବର୍ଷ ପାଇଁ ପୂର୍ତ୍ତ ବିଭାଗର ରାଜ୍ୟ ଯୋଜନା ଅଧୀନରେ ଏହି ରାସ୍ତା ନିର୍ମାଣ ହେବ । ୧୮.୭୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ୮.୫୭ କିଲୋମିଟର ଦୀର୍ଘ ସମାନ୍ତରାଳ ରାସ୍ତା ବ୍ୟସ୍ତବହୁଳ ଜୟଦେବ ବିହାର- ନନ୍ଦନକାନନ ରାସ୍ତାରେ ଟ୍ରାଫିକ ଭାର ଓ ଭିଡ଼ ହ୍ରାସ କରିବାରେ ସହାୟକ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.